You are currently viewing ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସୁରେଶ ଗୋପୀ : ରାଷ୍ଟୀୟ ମନ୍ତ୍ରୀ ଭାବେ ନେଇଥିଲେ ଶପଥ

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସୁରେଶ ଗୋପୀ : ରାଷ୍ଟୀୟ ମନ୍ତ୍ରୀ ଭାବେ ନେଇଥିଲେ ଶପଥ

ଏଏନଏସ : ଚର୍ଚ୍ଚାରେ ଏବେ ବିଜେପି ସାଂସଦ ସୁରେଶ ଗୋପୀ। ମନ୍ତ୍ରୀ ପଦ ଛାଡିବା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସୁରେଶ ଗୋପୀ । ମୋର ଉଦ୍ଦେଶ୍ୟ ସାଂସଦ ରୂପେ ଦାୟିତ୍ୱ ସମ୍ପାଦନ କରିବା। ମୁଁ ମନ୍ତ୍ରୀ ପଦ ମାଗିନାହିଁ,କି ମୋର ମନ୍ତ୍ରୀ ପଦ ଆବଶ୍ୟକ ନାହିଁ ବୋଲି ମୁଁ ଆଗରୁ କିହିଛି। ମୋର ବିଶ୍ୱାସ ମୋତେ ଖୁବ ଶୀଘ୍ର ଏହି ପଦରୁ ମୁକ୍ତ କରିଦିଆଯିବ। କାରଣ ମୋତେ ରାଜିନୀତି ସହ କୌଣସି ମତେ ଫିଲ୍ମ କରିବାର ଅଛି।

ଅନ୍ୟପଟେ ଗତକାଲି ରାଷ୍ଟୀୟ ମନ୍ତ୍ରୀ ଭାବେ ସୁରେଶ ଗୋପୀ ଶପଥ ଗ୍ରହଣ କରିଥିଲେ। ତେବେ ଗୋଟାଏ ଦିନ ନାବିତୁଣୁ ପଦ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।