ନୂଆଦିଲ୍ଲୀ୩୧/୦୧, ଓଡିଶା ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଭାରତ ରାଷ୍ଟ୍ର ସମିତିର ପ୍ରଚାର ପ୍ରସାର ପାଇଁ ଓଡିଶା ଆସିବେ କେ.ଚନ୍ଦ୍ରଶେଖର । ଆସନ୍ତା ଫେବୃୟାରୀ ମାସରେ ବିଆରଏସ୍ ମୁଖ୍ୟ ଓଡିଶା ଆସିବେ ବୋଲି କହିଛନ୍ତି ଶିଶିର ଗମାଙ୍ଗ । ଆସନ୍ତା ଫେବୃୟାରୀ ମାସରେ ଏକ ବଡ଼ କାର୍ଯ୍ୟକ୍ରମ ଥିବା ବିଆରଏସ ନେତା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆ ଓଡ଼ିଶାର ହଜାରେରୁ ଅଧିକ ନେତା ଓ କର୍ମୀ ସାମିଲ ହେବେ ବୋଲି କହିଛନ୍ତି ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ କୈଳାସ ମୁଖୀ । ସେହିପରି ଓଡ଼ିଶା ପାଇଁ ଏକ ନୂଆ ରଣନୀତି ନେଇ ଆସୁଥିବା କହିଛନ୍ତି କୃଷକ ନେତା ତଥା ବିଆରଏସ ନେତା ଶେଷଦେବ ନନ୍ଦ । ରାଷ୍ଟୀୟ ଦଳରେ ସାମିଲ ହେବା ପାଇଁ ସ୍ୱତନ୍ତ୍ର ବିମାନରେ ହାଇଦ୍ରାବାଦ ଯାଇଥିବା ଓଡ଼ିଶାର ୧୫ରୁ ଅଧିକ ନେତା ଆଜି ଓଡ଼ିଶା ଫେରିଛନ୍ତି । ଓଡ଼ିଶା ଫେରିବା ପରେ ଦଳୀୟ ରଣନୀତି ନେଇ ସୂଚନା ଦେଇଛନ୍ତି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ