ଆଇପିଏଲ ୨୦୨୦ର ୪୬ ମ୍ୟାଚରେ କିଙ୍ଗସ୍ ଏକ୍ସଆଇ ପଞ୍ଜାବ ୮ ୱିକେଟ ଓ ୭ ବଲରେ କୋଲକାତା ନାଇଟ ରାଇଡରକୁ ପରାସ୍ତ କରି ବିଜୟ ହାସଲ କରିଛି । ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା ନାଇଟ ରାଇଡର ପ୍ରଥମେ ବ୍ୟାଟିଂ କରି ୨୦ଓଭର ସ ୯ ୱିକେଟ ବ୍ୟୟରେ ୧୪୯ ରନ କରିଥିବା ବେଳେ କିଙ୍ଗସ ଏକ୍ସଆଇ ପଞ୍ଜାବ ୧୮.୫ ଓଭର ଓ ୨ଓି୍ୱକେଟ ବ୍ୟୟରେ ୧୫୦ ରନ କରି ବିଜୟ ଲାଭ କରିଛି । ମ୍ୟାଚରେ କୋଲକାତା ନାଇଟ ରାଇଡର ଖେଳାଳୀଙ୍କ ମଧ୍ୟରୁ ଶୁଭମ ଗିଲ ୫୭(୪୫) ରନ, ଇଅନ ମୋର୍ଗାନ ୪୦ (୨୫) ରନ ଓ କିଙ୍ଗସ ଏକ୍ସଆଇ ପଞ୍ଜାବ ଖେଳାଳୀଙ୍କ ମଧ୍ୟରୁ ମନଦିପ ସିଂ ୬୬(୫୬) ରନ, କ୍ରିସ ଗେଲ୍ ୫୧(୨୯) ରନ କରିଛନ୍ତି । କ୍ରିସ ଗେଲ ୫୧(୨୯) ରନ କରି ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି । ମ୍ୟାଚରେ ଲଗାତାର ଭଲ ପ୍ରଦର୍ଶନ କରି ପଞ୍ଜାବ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିବା ବେଳେ କେକେଆର ପଞ୍ଚମ ସ୍ଥାନରେ ରହିଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ