ଭାରତୀୟ କ୍ରିକେଟର କଲେ ର୍ନିବନ୍ଧ । ଜାଣନ୍ତୁ ସେ କିଏ ଏବଂ କାହାର ହାତ ଧରିବାକୁ ଯାଉଛନ୍ତି…

ନୂଆଦିଲ୍ଲୀ, ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ଭାବେ ପରିଚିତ ବିଜୟ ଶଙ୍କର ଖୁବ୍‌ଶୀଘ୍ର ହାତକୁ ଦିହାତ ହେବାକୁ ଯାଉଛନ୍ତି । ନିକଟରେ ତାଙ୍କ ର୍ନିବନ୍ଧ ମଧ୍ୟ ସରିଛି । ଉକ୍ତ ସମୟର ଦୁଇଟି ଫଟୋ ନିଜ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି ବିଜୟ । ଏହାପରେ ବିଜୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବୈଶାଳୀ ବିଶ୍ୱେସ୍ୱରନଙ୍କୁ ବିବାହ କରିବାକୁ ଯାଉଛନ୍ତି ୨୯ ବର୍ଷୀୟ ତାମିଲନାଡ଼ୁ କ୍ରିକେଟର ବିଜୟ ଶଙ୍କର । ସୂଚନାଥାଉକି, ୨୦୧୮ରେ ଶ୍ରୀଲଙ୍କା ବିପକ୍ଷରେ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ । ୨୦୧୯ ବିଶ୍ୱକପ୍‌ରେ ବିଜୟ ମଧ୍ୟ ୧୫ଜଣିଆ ଦଳର ସଦସ୍ୟ ଥିଲେ ।

Leave A Reply

Your email address will not be published.