ଯୁବ କ୍ରିକେଟରଙ୍କ ଆତ୍ମହତ୍ୟା !

ବାଂଲାଦେଶର ପୂର୍ବତନ ଅଣ୍ଡର୍-୧୯ କ୍ରିକେଟ ଖେଳାଳୀ ମହମ୍ମଦ ସୋଜିବ ମାତ୍ର ୨୧ ବର୍ଷ ବୟସରେ ଦୁନିଆକୁ ଛାଡି ଚାଲିଯାଇଛନ୍ତି। ଶନିବାର ଦୁର୍ଗାପୁର ସ୍ଥିତ ନିଜ ଘରେ ସୋଜିବ ଆତ୍ମହତ୍ୟା କରିଥିବା ପୁଲିସ୍ ସୂଚନା ଦେଇଛି। ତାଙ୍କର ଏଭଳି ପଦକ୍ଷେପ ସମସ୍ତଙ୍କୁ ସ୍ତବ୍ଧ କରିଛି। ସେ ୨୦୧୮ରେ ଆୟୋଜିତ ଆଇସିସି ଅଣ୍ଡର୍-୧୯ ୱାର୍ଲ୍ଡ କପ୍ ଟିମର ସଦସ୍ୟ ଥିଲେ। ଏହାସହ ଏହି ଯୁବ ବ୍ୟାଟ୍ସମ୍ୟାନ୍ ଜଣକ ବାଂଲାଦେଶ ଅଣ୍ଡର୍-୧୯ ଏସିଆ କପ୍ ଟିମର ମଧ୍ୟ ସଦସ୍ୟ ରହିଥିଲେ।

Leave A Reply

Your email address will not be published.