You are currently viewing ରାଜସ୍ଥାନ ରୟାଲସ ବିପକ୍ଷରେ ମ୍ୟାଚ ଜିତି ପଏଣ୍ଟ ଟେବୁଲର ପ୍ରଥମରେ ରହିଲା ଦିଲ୍ଲୀ କ୍ୟାପିଟାଲସ

ରାଜସ୍ଥାନ ରୟାଲସ ବିପକ୍ଷରେ ମ୍ୟାଚ ଜିତି ପଏଣ୍ଟ ଟେବୁଲର ପ୍ରଥମରେ ରହିଲା ଦିଲ୍ଲୀ କ୍ୟାପିଟାଲସ

ଆଇପିଏଲ ୨୦୨୦ର ୨୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ୪୬ରନରେ ରାଜସ୍ଥାନ ରୟାଲସକୁ ପରାସ୍ତ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ରାଜସ୍ଥାନ ରୟାଲସ ଟସ ଜିତି ବୋଲିଂ କରିବା ପାଇଁ ଚୟନ କରିଥିଲେ । ଦିଲ୍ଲୀ କ୍ୟାପିଟାଲସ ୧୮୪ ରନ ୨୦ ଓଭରରେ କରିଥିଲା ଏବଂ ରାଜସ୍ଥାନ ରୟାଲସ ୧୩୮ ରନ ୧୯.୪ ଓଭରରେ କରି ଅଲଆଉଟ ହୋଇଯାଇଥିଲା । ମ୍ୟାଚରେ ସିମରନ ହେଟମେୟର ୪୫(୨୪) ରନ ଓ ରାହୁଲ ୩୮(୨୯) ରନ କରଥିଲେ । ଦିଲ୍ଲୀ କ୍ୟାପିଟାଲସ ଏହି ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ବେଳେ, ରାଜସ୍ଥାନ ରୟାଲସ ସପ୍ତମ ସ୍ଥାନରେ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।