ଆଇପିଏଲ ୨୦୨୦ର ୨୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ୪୬ରନରେ ରାଜସ୍ଥାନ ରୟାଲସକୁ ପରାସ୍ତ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ରାଜସ୍ଥାନ ରୟାଲସ ଟସ ଜିତି ବୋଲିଂ କରିବା ପାଇଁ ଚୟନ କରିଥିଲେ । ଦିଲ୍ଲୀ କ୍ୟାପିଟାଲସ ୧୮୪ ରନ ୨୦ ଓଭରରେ କରିଥିଲା ଏବଂ ରାଜସ୍ଥାନ ରୟାଲସ ୧୩୮ ରନ ୧୯.୪ ଓଭରରେ କରି ଅଲଆଉଟ ହୋଇଯାଇଥିଲା । ମ୍ୟାଚରେ ସିମରନ ହେଟମେୟର ୪୫(୨୪) ରନ ଓ ରାହୁଲ ୩୮(୨୯) ରନ କରଥିଲେ । ଦିଲ୍ଲୀ କ୍ୟାପିଟାଲସ ଏହି ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ବେଳେ, ରାଜସ୍ଥାନ ରୟାଲସ ସପ୍ତମ ସ୍ଥାନରେ ରହିଛି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ