ନୂଆଦିଲ୍ଲୀ, ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଟିମ ଇଣ୍ଡିଆରେ ଗୋଟିକ ପରେ ଗୋଟିଏ ଖେଳାଳୀଙ୍କ ଆହତ ହେବାର ଖବର ସାମ୍ନାକୁ ଆସୁଛି । ପ୍ରଥମେ ଶାମୀ ପରେ ଉମେଶ, ରାହୁଲ, ଜାଡେଜା ଆଉ ଏବେ ଯଶପ୍ରୀତ ବୁମରା । ଭାରତର ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କ ମାଂସପେଶୀରେ ଆଘାତ ଲାଗିଥିବା ଯୋଗୁଁ ସେ ଏବେ ଟେଷ୍ଟରୁ ବାଦ ପଡିଛନ୍ତି । ଦଳର ପ୍ରମୁଖ ଦ୍ରୁତ ବୋଲର ବାଦ ପଡ଼ିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଏହା ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରେ । ସିଡନୀରେ ଟେଷ୍ଟ ମ୍ୟାଚ ଡ୍ର ହେବା ପରେ ଚତୁର୍ଥ ମ୍ୟାଚ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଅଧିନାୟକ ବିରାଟ କୋହଲି ଦଳରେ ଅନୁପସ୍ଥିତ ଥିବାବେଳେ ଦଳରେ ଜଣଙ୍କ ପରେ ଜଣେ ଆତ ହେଉଛନ୍ତି । ଯାହା ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ