ଆଇପିଏଲ ୨୦୨୦ର ୩୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ପରାସ୍ତ କରି ବିଜୟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲସ ଟସ ଜିତି ବୋଲିଂ କରିବା ପାଇଁ ଚୟନ କରିଥିଲେ । ଦିଲ୍ଲୀ କ୍ୟାପିଟାଲସ ୨୦ଓଭର ଏବଂ ୫ ୱିକେଟରେ ୧୬୪ ରନ କରିଥିବା ବେଳେ କିଙ୍ଗସ ଏକ୍ସଆଇ ପଞ୍ଜାବ ୧୯ ଓଭର ଓ ୫ ୱିକେଟ ବ୍ୟୟରେ ୧୬୭ରନ କରି ବିଜୟ ଲାଭ କରିଛି । ମ୍ୟାଚରେ ଦିଲ୍ଳୀ ମ୍ୟାପିଟାଲସ ଖେଳାଳୀଙ୍କ ମଧ୍ୟରୁ ଶିଖର ଧୱନ ୧୦୬ (୬୧), ଶ୍ରେୟଶ ଆୟର ୧୪(୧୨) ରନ ଏବଂ କିଙ୍ଗସ ଏକ୍ସଆଇ ପଞ୍ଜାବ ଖେଳାଳୀଙ୍କ ମଧ୍ୟରୁ ନିକୋଲାସ ପୂରଣ ୫୩(୨୮) ଏବଂ ମାକ୍ସୱେଲ ୩୨(୨୪) କରିଥିଲେ । ଶିଖର ଧୱନ ୧୦୬ (୬୧)ରନ କରି ପ୍ଳେୟାର ଅଫ ଦ ମ୍ୟାଚ ହୋଇପାରିଛନ୍ତି ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ