ଗତକାଲି ସନରାଇଜରର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକ୍ସଆଇ ପଞ୍ଜାବ ମଧ୍ୟରେ ହୋଇଥିବା ଆଇପିଏଲ ମ୍ୟାଚରେ ହାଇଦ୍ରାବାଦ ୬୯ ରନରେ ବିଜୟ ହାସଲ କରିଛି । ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ବ୍ୟାଟିଂ କରଥିଲା ଏବଂ ୨୦୧ରନ ୨୦ ଓଭର କରିଥିଲା । ପଞ୍ଜାବ ୧୩୨ ରନ କରି ୧୬.୫ ଓଭରରେ ଅଲ୍ଆଉଟ ହୋଇଯାଇଥିଲା । ମ୍ୟାଚରେ ହାଇଦ୍ରାବାଦର ଖେଳାଳୀ ଜନି ବେୟାରଷ୍ଟୋ ସର୍ବାଧିକ ୯୭(୫୫) ରନ, ୱାରନର ୫୨(୪୦)ରନ ଏବଂ ପଞ୍ଜାବର ଖେଳାଳୀ ନିକୋଲାସ୍ ପୁରଣ ୭୭(୩୭) ରନ କରିଥିଲେ । ଆଇପିଏଲ ୨୦୨୦ରେ ହାଇଦ୍ରାବାଦ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ବେଳେ କିଙ୍ଗସ ଏକ୍ସଆଇ ପଞ୍ଜାବ ପଏଣ୍ଟ ଟେବୁଲର ଶେଷରେ ଅର୍ଥାତ ୮ମ ସ୍ଥାନରେ ରହିଛି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା