ଆଇପିଏଲ ୨୦୨୦ର ୨୬ ତମ ମ୍ୟାଚରେ ରାଜସ୍ଥାନ ରୟାଲସ ୫ ୱିକେଟ ଏବଂ ୧ ବଲରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ବିଜୟ ହାସଲ କରିଛି । ମ୍ୟାଚରେ ସନରାଇଜର୍ସ ଟସ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ସନରାଇଜର୍ସ ସମୁଦାୟ ୧୫୮ରନ ୨୦ଓଭରରେ ବନେଇଥିବାବେଳେ ରାଜସ୍ଥାନ ରୟାଲସ ୧୬୩ ରନ ୧୯.୫ ଓଭରରେ ବନେଇଥିଲା । ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳୀଙ୍କ ମଧ୍ୟରୁ ମନୀଷ ପାଣ୍ଡେ ୫୪(୪୪) , ଡେଭିଡ ୱାର୍ନର ୪୮(୩୮)ଏବଂ ରାଜସ୍ଥାନ ରୟାଲସ ଖେଳାଳୀଙ୍କ ମଧ୍ୟରୁ ରାହୁଲ ତିୱତିୟା ୪୫(୨୮), ରିୟାନ ପରାଗ ୪୨(୨୬) ସର୍ବାଧିକ ରନ କରିଥିଲେ । ଏହି ମ୍ୟାଚର ଶେଷ ସୁଦ୍ଧା ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେଥିବା ବେଳେ ରାଜସ୍ଥାନ ରୟାଲସ ଷଷ୍ଠ ସ୍ଥାନରେ ରହିଛି ।
ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭକ୍ୟାମେରା ଲେନସରେ କଏଦ ହେଲା ବାଘ