ସିଡନୀ, ଟିମ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ଖେଳିବ । ପ୍ରଥମ ଦୁଇଟି ଦିନିକିଆ ହାରିବା ପରେ ଭାରତ କ୍ୟାନ୍ବେରାରେ ତୃତୀୟ ମ୍ୟାଚ୍ ଜିତି ଲକ୍ଷ ହାସଲ କରିଥିଲା । ଯଶପ୍ରୀତି ବୁମ୍ରା ଓ ମହମ୍ମଦ ଶାମିଙ୍କ ବିନା ଭାରତ ଯେଉଁଭଳି ପ୍ରଦର୍ଶନ କରିଛି, ସେଥିରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଅଷ୍ଟ୍ରେଲୀୟ ବୋଲିଂ ଆକ୍ରମଣରେ ଅଭିଜ୍ଞତାର ଅଭାବ ଦେଖିବାକୁ ମିଳୁଛି । ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ଲଗାଇ କଷିବା ସେମାନଙ୍କ ପକ୍ଷେ ସହଜ ହେବ ନାହିଁ । ତେବେ ସେମାନଙ୍କୁ ମନେରଖିବାକୁ ହେବ ଯେ ଟିମ ଏହି ମ୍ୟାଚ୍ ସମ୍ମାନ ରକ୍ଷା ନିମନ୍ତେ ଖେଳୁଛି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା