You are currently viewing ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନସ୍

ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନସ୍

  • Post category:କ୍ରୀଡା
  • Reading time:1 mins read

ମୁମ୍ବାଇ ଇଣ୍ଡିଆନସ୍ ଏବଂ ସନ୍‌ରାଇଜର୍ସ ହାଇଦ୍‌୍ରାବାଦ ମଧ୍ୟରେ ହୋଇଥିବା ଗତକାଲି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ୍ ୩୪ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଏହି ମ୍ୟାଚରେ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ମୁମ୍ବାଇ ଇଣ୍ଡିଆନସ୍ ସମୁଦାୟ ୫ ୱିକେଟ ବ୍ୟୟରେ ୨୦୮ ରନ ବନେଇଥିଲେ । ସନରାଇଜର୍ସ ହାଇଦ୍ରାବାଦ ୧୩୪ରନ କରି ପରାସ୍ତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।