ଆଇପିଏଲ 2020 49ତମ ମ୍ୟାଚ : ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କେକେଆର ପ୍ରଥମେ ବ୍ୟାଟିଂ କରି 20 ଓଭର 5 ୱିକେଟ ବ୍ୟୟରେ 172ରନ କରିଥିଲା ଏବଂ ଚେନ୍ନାଇ 20 ଓଭର ଓ 4 ୱିକେଟ ବ୍ୟୟରେ 178 ରନ କରି ବିଜୟ ହାସଲ କରିଛି । ମ୍ୟାଚରେ କେକେଆର ଖେଳାଳୀଙ୍କ ମଧ୍ୟରୁ ନୀତିଶ ରାନା 87 (61), ଶୁଭମ ଗିଲ 26(17) ଏବଂ ଚେନ୍ନାଇ ସୁପର କିଙ୍ଗସ ଖେଳାଳୀଙ୍କ ମଧ୍ୟରୁ ଋତୁରାଜ ଗାଇକ୍ୱାଡ 72(53), ଅମ୍ବାତି ରାୟଡୁ 38(20) ରନ କରିଥିଲେ । ଋତୁରାଜ ଗାଇକ୍ୱାଡ 72(53) ରନ କରି ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ