ଜୟପୁରରେ ଭି. କେ. ପାଣ୍ଡିଆନଙ୍କ ଜୋରଦାର ପ୍ରଚାର: ବିରୋଧୀଙ୍କୁ କଲେ ଟାର୍ଗେଟ 

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଦକ୍ଷିଣ ଓଡିଶାରେ ପ୍ରଚାର ଆରମ୍ଭ କରିଛନ୍ତି ଭି. କେ. ପାଣ୍ଡିଆନ । ପ୍ରତିଦିନ ୪ରୁ ୫ଟି ସ୍ଥାନରେ ଜନସଭା କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ଭି. କେ. ପାଣ୍ଡିଆନ।

Continue Readingଜୟପୁରରେ ଭି. କେ. ପାଣ୍ଡିଆନଙ୍କ ଜୋରଦାର ପ୍ରଚାର: ବିରୋଧୀଙ୍କୁ କଲେ ଟାର୍ଗେଟ 

ସମର୍ଥକଙ୍କ ସହ ବିଶାଳ ରାଲିରେ ଆସି ନାମାଙ୍କନ ଭରିଲେ ନେତା, ଜାଣନ୍ତୁ କିଏ କିଏ ଭରିଲେ ନାମାଙ୍କନ?

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଭରିଛନ୍ତି ନେତା । ନିଜର ସମର୍ଥକଙ୍କୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ।

Continue Readingସମର୍ଥକଙ୍କ ସହ ବିଶାଳ ରାଲିରେ ଆସି ନାମାଙ୍କନ ଭରିଲେ ନେତା, ଜାଣନ୍ତୁ କିଏ କିଏ ଭରିଲେ ନାମାଙ୍କନ?

ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲର ଶେଷ ଦିନ 

  • Post category:ଓଡିଶା
  • Reading time:1 mins read

ଓଡିଶାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଆଜି ଶେଷ ଦିନ। ଚାରିଟି ଲୋକସଭା ଏବଂ ୨୮ ଟି ବିଧାନସଭା ଆସନ ପାଇଁ ୧୮ ଏପ୍ରିଲ ୨୦୨୪ଠାରୁ ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ନାମାଙ୍କନ ପ୍ରକ୍ରିୟା ଓଡିଶାରେ ଆରମ୍ଭ ହୋଇଥିଲା।

Continue Readingଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲର ଶେଷ ଦିନ 

୨୦୨୪ ନିର୍ବାଚନ ପାଇଁ ଓଡ଼ିଶା ମୁହାଁ ବିଜେପିର ତିନି ବରିଷ୍ଠ ନେତା 

  • Post category:ଓଡିଶା
  • Reading time:1 mins read

୨୦୨୪ ନିର୍ବାଚନ ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ଦଳର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ସେ ଓଡ଼ିଶାର କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ସମୀକ୍ଷା କରିବେ।

Continue Reading୨୦୨୪ ନିର୍ବାଚନ ପାଇଁ ଓଡ଼ିଶା ମୁହାଁ ବିଜେପିର ତିନି ବରିଷ୍ଠ ନେତା