ତଦନ୍ତ ହେବ ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତର ଖର୍ଚ୍ଚ: ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା 

  • Post category:ଓଡିଶା
  • Reading time:1 mins read

ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚକୁ ନେଇ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହେବ ଏବଂ ଏନେଇ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି ।

Continue Readingତଦନ୍ତ ହେବ ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତର ଖର୍ଚ୍ଚ: ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା 

ବିନା ସୂଚନାରେ ହେଲିକପ୍ଟର ଅବତରଣ କରିବା ପଡିଲା ମହଙ୍ଗା: ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟରକୁ ୫ ହଜାର ଟଙ୍କା ଫାଇନ

  • Post category:ଓଡିଶା
  • Reading time:1 mins read

ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟରକୁ ୫ ହଜାର ଟଙ୍କା ଫାଇନ । ବିନା ସୂଚନାରେ ହେଲିକପ୍ଟର ଅବତରଣ କରିବା ମାମଲାରେ ୫ ହଜାର ଟଙ୍କା ଫାଇନ ହୋଇଛି।

Continue Readingବିନା ସୂଚନାରେ ହେଲିକପ୍ଟର ଅବତରଣ କରିବା ପଡିଲା ମହଙ୍ଗା: ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟରକୁ ୫ ହଜାର ଟଙ୍କା ଫାଇନ

ଭୁବନେଶ୍ୱରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର | ଖଡ଼ିଆଳରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରୁଥିବା ବେଳେ କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର |

Continue Readingଭୁବନେଶ୍ୱରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଉମରକୋଟ ଗସ୍ତବେଳେ ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ

ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିବାର୍ଚନ ଅଧିକାରୀ। ସୂଚନାଯୋଗ୍ୟ ଆଜି ନିର୍ବାଚନ ପାଇଁ ଉମରକୋଟ ଗସ୍ତବେଳେ ପାଣ୍ଡିଆନଙ୍କ ହେଲକପ୍ଟର ଯାଞ୍ଚ ହୋଇଥିବା ବେଳେ ହେଲକପ୍ଟରରୁ କିଛି ମିଳିନଥିବା ସୂଚନା ରହିଛି ।

Continue Readingଉମରକୋଟ ଗସ୍ତବେଳେ ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ