କନ୍ୟାକୁମାରୀରେ ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନ

ଆଜି ହେଉଛି ସାରା ଦେଶରେ ସପ୍ତମ ପର୍ଯ୍ୟାୟ ଭୋଟ । ଶେଷ ଭୋଟ ପୂର୍ବରୁ ଧ୍ୟାନମୁଦ୍ରାରେ କନ୍ୟାକୁମାରୀରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Continue Readingକନ୍ୟାକୁମାରୀରେ ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନ

ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡରେ ନବୀନ ଓ ପାଣ୍ଡିଆନଙ୍କୁ ଜୋରଦାର ଶାହାଙ୍କ  ଟାର୍ଗେଟ

ଆଜି ଗୋଟିଏ ଦିନରେ ୪ଟି ସ୍ଥାନକୁ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ଯେଉଁଠାକୁ ଯାଇଛନ୍ତି ବିଜେଡି ସରକାର ବିରୋଧରେ ବର୍ଷିଛନ୍ତି ଶାହା।

Continue Readingସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡରେ ନବୀନ ଓ ପାଣ୍ଡିଆନଙ୍କୁ ଜୋରଦାର ଶାହାଙ୍କ  ଟାର୍ଗେଟ

ମେ ୧୯ ସନ୍ଧ୍ୟାରେ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୦ରେ ପୁରୀରେ ହେବ ରୋଡ ସୋ’ 

ଆସନ୍ତା ମେ ୧୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

Continue Readingମେ ୧୯ ସନ୍ଧ୍ୟାରେ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୦ରେ ପୁରୀରେ ହେବ ରୋଡ ସୋ’ 

ଆଜି ୮୯ତମ ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ   

୮୯ତମ ଉତ୍କଳ ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାର୍ତ୍ତାରେ କହଛନ୍ତି, ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

Continue Readingଆଜି ୮୯ତମ ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ   

ଭବ୍ୟ ସମାରୋହରେ ଅଯୋଧ୍ୟାରେ ସଂପନ୍ନ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ପୂର୍ଣ୍ଣ ହୋଇଛି ୫ଶହ ବର୍ଷର ତପସ୍ୟା। ଭାରତ ଇତିହାସରେ ଯୋଡି ହୋଇଛି ଆଉ ଏକ ଗୌରବ ମୟ ଅଧ୍ୟାୟ । ଅଯୋଧ୍ୟାରେ ପ୍ରଭୁ ଶ୍ରରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି ।

Continue Readingଭବ୍ୟ ସମାରୋହରେ ଅଯୋଧ୍ୟାରେ ସଂପନ୍ନ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା