You are currently viewing ଶୋଭାଯାତ୍ରା ଉପରେ ରୋକ ଲଗାଇଲେ ଭାରତ ନିର୍ବାଚନ ଆୟୋଗ

ଶୋଭାଯାତ୍ରା ଉପରେ ରୋକ ଲଗାଇଲେ ଭାରତ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ-୨୭.୦୪.୨୦୨୧, ବିଧାନସଭା ନିର୍ବାଚନ ବିଜୟ ଶୋଭାଯାତ୍ରା ଉପରେ ରୋକ ଲଗାଇଲେ ଭାରତ ନିର୍ବାଚନ ଆୟୋଗ । ଆସନ୍ତା ମେ’ ୨ ରେ ପାଞ୍ଚୋଟି ରାଜ୍ୟ ଯଥା- ଆସାମ, କେରଳ, ତାମିଲନାଡୁ, ପଶ୍ଚିମ ବଙ୍ଗ ଓ ୟୁନିଅନ୍ ଟେରିଟୋରୀ ପୁଡୁଚେରୀ ଭୋଟ ଗଣତି ହେବ । ଗଣତି ଦିନ ବା ଗଣତି ପରେ ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଇଲେ ଭାରତ ନିର୍ବାଚନ ଆୟୋଗ । କୋଭିଡ ସଂକ୍ରମଣ ଦେଶରେ ବୃଦ୍ଧି ପାଉଥିବାରୁ ଭାରତ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।