You are currently viewing ତନସିଲଠାରୁ କିପରି  ପାଇବେ ମୁକ୍ତି

ତନସିଲଠାରୁ କିପରି ପାଇବେ ମୁକ୍ତି

  • Post category:ଓଡିଶା
  • Reading time:1 mins read

ଗଳାରେ ଦରଜ ଅନୁଭୂତ ହେଲେ ଏହାକୁ ନଜର ଅନ୍ଦାଜ କରିବା ଆଦୌ ଉଚିତ ନୁହେଁ । କାରଣ ଏହା ତନସିଲର କାରଣ ମଧ୍ୟ ହୋଇପାରେ । ଏହା ଏପରି ଏକ ଶାରୀରିକ ସମସ୍ୟା ଅଟେ ଯାହା ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ । ଯେଉଁଥିପାଇଁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ତନସିଲ ଏକ ପ୍ରକାର ଇନଫେକସନ ହୋଇଥାଏ । ଯାହା ଖାଦ୍ୟପେୟରେ ଭୂଲ ଏବଂ ସଫାସୁତୁରାରେ କମ୍ ହେଉଥିବା ଯୋଗୁ ହୋଇଥାଏ । ଏହି ବେମାରୀ ଦ୍ୱାରା ଗଳାରେ କଷ୍ଟ ଅନୁଭୂତ ହୋଇଥାଏ । ଏହାକୁ ସାଧାରଣ ଭାବି ନଜର ଅନ୍ଦାଜ ନକରି ଡକ୍ଟରଙ୍କ ସହ ପରାମର୍ଶ କରିବା ଉଚିତ ।

ତନସିଲର ଗମ୍ଭୀରତାରୁ ଏହା ଜାଣିହୁଏକି ଇନଫେକସନ ଦ୍ୱାରା ଗଳା ଭିତରେ ଛୋଟ ଛୋଟ ବ୍ରଣ ମାନ ହୋଇଥାଏ । ଏହାଦ୍ୱାରା ପାଟିରେ ଅନେକ ସମସ୍ୟା ମାନ ଦେଖାଯାଇଥାଏ । ଏଥିରୁ ଜଣାପଡୁଛିକି ଇନଫେକସନ ଦ୍ୱରା ଗଳାରେ ଛୋଟ ଛୋଟ ବ୍ରଣ ମାନ ହୋଇଥାଏ । ବିଷେଜ୍ଞଙ୍କ ମତ ଅନୁସାରେ ତନସିଲ ଗଳାର ମହତ୍ତ୍ୱ ପୂର୍ଣ୍ଣ ଅଂଶ ଅଟେ । ତନସିଲର କାମ ହେଉଛି ସଂକ୍ରମଣରୁ ଶରୀରକୁ ଥଣ୍ଡା ପାଣିରେ ରକ୍ଷା କରିବା ଆବଶ୍ୟକ । ଏବଂ ଶରରକୁ ଜୀବାଣୁ ମୁକ୍ତ କରିବା ଆବଶ୍ୟକ । ତନସିଲ ଠାରୁ ମୁକ୍ତ ହେବାର ଉପାୟ : ତନସିଲର ଇନଫେକସନ ହେବା ଦ୍ୱାରା ଗରମ ପାଣିରେ କୁୁୁଳିକୁଯା କରିବା ଆବଶ୍ୟକ । ଗରମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ତନସିଲରୁ ମୁକ୍ତି ମିଳିଥାଏ । ଏହାଛଡା ଅଦା ପାଣିରେ ମଧ୍ୟ କୁଳୁକୁଯା କରିବା ଆବଶ୍ୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।