ଭୁବନେଶ୍ୱର(ଏଏନଏସ)୨୧/୦୧. ଆଜି ବସୁଛି ଚଳିତ ବର୍ଷ ୨୦୨୩ର ପ୍ରଥମ ରାଜ୍ୟ କ୍ୟାବିନେଟ ବେଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ବିଭିନ୍ନ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନିଆଯିବାକୁ ପ୍ରସ୍ତାବ ଥିବା ଜଣାପଡିଛି। ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର। ଲୋକସେବା ଭବନରେ ପୂର୍ବାହ୍ନରେ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗ ଦେବେ।
ଆଜି ୨୦୨୩ର ପ୍ରଥମ ରାଜ୍ୟ କ୍ୟାବିନେଟ୍ ବୈଠକ
- Post published:January 21, 2023
- Post category:ଓଡିଶା
- Reading time:1 mins read