You are currently viewing ଆଜି ରାତି ୮ଟାରୁ ମିଳିବ ବିଶ୍ୱକପ ସେମି ଓ ଫାଇନାଲ ଟିକେଟ୍ 

ଆଜି ରାତି ୮ଟାରୁ ମିଳିବ ବିଶ୍ୱକପ ସେମି ଓ ଫାଇନାଲ ଟିକେଟ୍ 

ନୂଆଦିଲ୍ଲୀ:  ଆଜି ରାତିରୁ ବିକ୍ରି ହେବ ସେମିଫାଇନାଲ ଏବଂ ଫାଇନାଲ ସମେତ ବିଶ୍ୱକପ ନକ୍ ଆଉଟ୍ ଖେଳ ପାଇଁ ଏକ ଅନ୍ତିମ ସେଟ୍ ଟିକେଟ୍। ପ୍ରଥମ ସେମିଫାଇନାଲ ନଭେମ୍ବର ୧୫ରେ ମୁମ୍ବାଇରେ ଏବଂ ଦ୍ୱିତୀୟ ନଭେମ୍ବର ୧୬ରେ କୋଲକାତାରେ ଖେଳାଯିବ। ସେହିପରି ଫାଇନାଲ ନଭେମ୍ବର ୧୯ରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେମି ଓ ଫାଇନାଲ ମ୍ୟାଚ ପାଇଁ ଅଫିସିଆଲ୍ ୱେବସାଇଟରେ ‘ticket.cricketworldcup.com’  ରେ ଆଜି ରାତି ୮ଟାରୁ ବିକ୍ରି ଟିକେଟ ହେବ। 

 

ଅନ୍ୟମାନଙ୍କୁ ଜଣାନ୍ତୁ।