Sign in
Sign in
Recover your password.
A password will be e-mailed to you.
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍
Browsing Category
ଖବର ଆଜିର
ଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା
ଭୁବନେଶ୍ୱର (ଏଏନ୍ଏସ୍): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ମିଆଁମାର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। କାଲି ଦକ୍ଷିଣ ଚୀନ୍ ସମୁଦ୍ରରୁ ଆଣ୍ଡାମାନ ସାଗରକୁ ପ୍ରବେଶ…
ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧି
ପୋଙ୍ଗୟାଙ୍ଗ୍: ଆମେରିକାର ବାରମ୍ବାର ବାରଣ ସତ୍ତ୍ବେ ନିଜର ଆଣବିକ ଯୁଦ୍ଧାସ୍ତ୍ର ଭଣ୍ଡାର ଭର୍ତ୍ତି କରିବାରେ ଲାଗିଛି ଉତ୍ତର କୋରିଆ। କିମ୍ ଜଙ୍ଗ ଉନ୍ ଆମେରିକର ନାଲିଆଖୁକୁ ଖାତିର ନ କରି ଅଧୂକରୁ ଅଧିକ ମିସାଇଲ ପରୀକ୍ଷଣ ଉପରେ ଜୋର୍ ଦେଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଉତ୍ତର କୋରିଆକୁ…
ରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ
ଭୁବନେଶ୍ୱର ( ଏଏନ୍ଏସ୍ ): ଓଡ଼ିଶାର ମୋଟ ୩୦ ଜିଲ୍ଲା ମଧ୍ୟରୁ ୧୫ ଜିଲ୍ଲା ଭୂକମ୍ପପ୍ରବଣ ଅଞ୍ଚଳ। ଏହି ତାଲିକାରେ ଉପକୂଳ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ଜିଲ୍ଲା ରହିଛି। ତେବେ ଉପକୂଳ ଜିଲ୍ଲା ସଂଖ୍ୟା ଅଧିକ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର…
ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକ
ଭୁବନେଶ୍ୱର (ଏଏନ୍ଏସ୍): ଗୁରୁବାର ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରୁ ଦୁଇ ବିଜେପି ବିଧାୟକ-ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ କରାଯାଇଛି। ବାଚସ୍ପତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ଗୁରୁବାର ଗୃହରେ କାର୍ଯ୍ୟ ଚାଲୁଥିବା ବେଳେ ବାଚସ୍ପତିଙ୍କ…
ଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍
ନୂଆଦିଲ୍ଲୀ: ବର୍ଷୀୟାନ ଅଭିନେତା ମିଚେଲ୍ ଗାମ୍ବୋନ୍ଙ୍କ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳେ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ନିମୋନିଆରେ ଆକ୍ରାନ୍ତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଆନି ଏବଂ ପୁଅ ଫେର୍ଗସ…
ଡ. ଏମ୍ଏସ୍ ସ୍ବାମୀନାଥନଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଏଏନ୍ଏସ୍): ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ଏମ୍ଏସ୍ ସ୍ବାମୀନାଥନଙ୍କ ଗୁରୁବାର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି, ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏମ୍ଏସ୍ ସ୍ବାମୀନାଥନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ।…
ବିଶ୍ୱରେ ବର୍ତ୍ତମାନ ମହାଦେଶ ସଂଖ୍ୟା ୮, ସୂଚନା ଦେଲେ ବୈଜ୍ଞାନିକ
ନୂଆଦିଲ୍ଲୀ: ପୂର୍ବରୁ ବିଶ୍ୱରେ ୭ଟି ମହାଦେଶ ଥିବା ଆମେ ଜାଣିଥିଲେ। ଯଥା ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକା। ମାତ୍ର ଭୂବିଜ୍ଞାନୀଙ୍କର ଏକ ଛୋଟ ଦଳ ବିଶ୍ୱର ଅଷ୍ଟମ ମହାଦେଶ ଆବିଷ୍କାର କରିଛନ୍ତି, ଯାହାର ନାମ ଜିଲାଣ୍ଡିଆ।…
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଖୋଲାଖୋଲି ଅବମାନନା: ରାଜ୍ୟ ସରକାର ନିଯୁକ୍ତ କଲେ ନାହିଁ ସ୍ଵତନ୍ତ୍ର ଭିନ୍ନକ୍ଷମ…
ଭୁବନେଶ୍ୱର (ଏଏନ୍ଏସ୍): ସୁପ୍ରିମକୋର୍ଟଙ୍କ ନିକଟରେ ଗିରିଜାଲାଲ ସୀମାଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ପମିଡ଼ିଘଣ୍ଟମ୍ ନରସିଂହା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଜୁଲାଇ ମାସ ୧୭ ତାରିଖ ଶୁଣାଣି କରିଥିଲେ।…
ଆଗାମୀ ତିନିଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର (ଏଏନ୍ଏସ୍): ମିଆଁମାର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଉତ୍ତର-ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପ୍ରବେଶ କରିବ। ଫଳରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବା ସହ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଆଗକୁ…
ଅସ୍କାର ପାଇଁ ‘୨୦୧୮’ ମନୋନୀତ
ନୂଆଦିଲ୍ଲୀ: କେରଳ ୨୦୧୮ ମସିହାର ପ୍ରଳୟଙ୍କରୀ କେରଳ ବନ୍ୟା ବିଭୀଷିକାକୁ ନେଇ ପ୍ରସ୍ତୁତ ଫିଲ୍ମ ( ୨୦୧୮ - ଏଭିୱାନ୍ ଇଜ୍ ଏ ହିରୋ) ଅସ୍କାର ଦୌଡ଼ରେ ଭାଗ ନେଇଛି। ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍ ଚଳଚ୍ଚିତ୍ର ପାଇଁ ପ୍ରତିଦ୍ଵନ୍ଦିତା କରିବ। ୨୦୦୨ରେ ପରଠାରୁ କୌଣସି ଭାରତୀୟ ଫିଚର୍ ଫିଲ୍ମ…