Browsing Category

ଓଡିଶା

ଟ୍ରେନ ମୁହଁକୁ ଗଲେ ଦାଦନ ଶ୍ରମିକ

ବଲାଙ୍ଗୀର (ଏଏନଏସ)୧୪/୦୫, ସୋନପୁର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କୁଡାଡେରା ଗାଁର ଚନ୍ଦ୍ରଭାନୁ ଭୋଇ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରନ୍ତି । ଗତକାଲି ରାତିରେ ସେ ତାମିଲନାଡୁରୁ ଘରକୁ ପେରୁଥିଲେ । ବଲାଙ୍ଗୀର ଷ୍ଟେସନରେ ଓହ୍ଲାଇବା ପରେ ଗାଁର ଦୁଇଜଣ ବ୍ୟକ୍ତିଙ୍କ ସହ…

ପରିକ୍ରମା ପକଳ୍ପ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର(ଏଏନଏସ)୧୪/୦୫, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗିରହିଛି । ପୁରୀ ଓକିଲ ସଂଘ ପକ୍ଷରୁ ପୁରୀ କୋର୍ଟରେ ଏକ ମାମଲା ଦାଏର କରାଯାଇଥିଲା । ଏହାର ବିଚାର କରି କୋର୍ଟ ପୁରୀ ଜିଳ୍ଲପାଳ, ଓବିସିସି ଓ ଟାଟା ପ୍ରକଳ୍ପକୁ ନାଟିସ ଜାରି କରିିଥିେଲେ । ଏବଂ କୋର୍ଟରେ…

ପୁଣି ଆରମ୍ଭ ହେଲା ମୂର୍ତ୍ତି ଚୋରି

ପୁରୀ/ ପିପିଲ(ଏଏନଏସ)୧୪/୦୫, କିଛିଦିନ ବ୍ୟବଧାନରେ ପୁରୀ ଜିଲ୍ଲାରେ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା । ଗୁରୁବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲାର ପିପିଲି ଥାନା ସଁ ପୁର ପଞ୍ଚାୟତ ରାଜତେଇ ଗାଁର ଆରାଧ୍ୟ ଠାକୁର ଶ୍ରୀସିଦ୍ଧେଶ୍ବର ଦେବଙ୍କ ମନ୍ଦିରରୁ ବିଭିନ୍ନ ଠାକୁର ଙ୍କର…

ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧିକ୍ଷକ

ଭୁବନେଶ୍ୱର(ଏଏନଏସ)୧୪/୦୫, ରାୟଗଡାରୁ ଭୁବନେଶ୍ୱର ଯିବା ସମୟରେ ନଗଦ ୬ ଲକ୍ଷ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡା ଅବକାରୀ ଅଧିକ୍ଷକ ନିନା ବେଉରା । ଟଙ୍କା ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଗିରଫ କଲା ଭିଳିଲାନ୍ସ । ନିନାଙ୍କ ସ୍ୱାମୀ ମାହାଙ୍ଗା ଥାନା ଆଇଆଇସି…

ମଙ୍ଗଳାଘାଟ ଛକରୁ ବ୍ରାଉନସୁଗାର ଜବତ

ପୁରୀ(ଏଏନଏସ)୧୪/୦୫, ପୁରୀ ମଙ୍ଗଳାଘରାଟ ଛକରୁ ବ୍ରାଉନସୁଗାର ଜବତ କରିଛି ପୁରୀ ବାସେଳିସାହି ଥାନା ପୋଲିସ । ଜବତ ବ୍ରାଉନ ସୁଗାରର ମୂଲ୍ୟ ୩ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି କନୱଲ ବିଶାଲ ସିଂ । ଏଠାରେ ସୂଚନା ଯୋଗ୍ୟ ଯେ ପୁରୀ ସହର ଏକ…

୧. ୧୦୦ ଟପିଲା ଟମାଟୋ ଦର । ରାଜଧାନୀରେ ଆଜି ଟମାଟୋ କିଲୋ ପିଛା ଦର ୧୨୦ ରେ ପହଞ୍ଚିଛି ।୨. ବରଗଡ ଜିଲ୍ଲା ମେଳ୍‌ଛାମୁଣ୍ଡା ଅଞ୍ଚଳରେ ବରଯାତ୍ରୀଙ୍କ ସହ ନାଚିବାକୁ ମନା କରିବାରୁ କନ୍ୟାର ମା'ଙ୍କୁ ହତ୍ୟା କରାଯାଇଛି ।୩ ଟ୍ରେନିଂ ସମୟରେ ହେଲିକେପ୍ଟର ଦୁର୍ଘଟଣା ଯୋଗୁ ସମ୍ଲଲପୁର ବାହାମ…

ଚଳଚଞ୍ଚଳ ରଥଖଳା

ପୁରୀ(ଏଏନଏସ)୧୩/୦୫, ଆଗେଇ ଚାଲିଛି ରଥକାର୍ଯ୍ୟ । ନିହଣ, ମୁଗର, ବାରିସି ମୋଡରେ ପ୍ରକମ୍ପିତ ହୋଇଉଠୁଛି ରଥଖଳା । ପ୍ରଥମେ ତିନି ରଥର ଚକ ନିର୍ମାଣ କାର୍ଯ କରାଯାଇଥାଏ । ତାଳଧ୍ୱଜ ରଥର ୧୪ଟି ତୁମ୍ବ ମଧ୍ୟରୁ ୩ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର ୧୬ଟି ତୁମ୍ବ କାର୍ଯ୍ୟ…

ଆସୁଛି ପୁଣି ଏକ ଲଘୁଚାପ

ଭୁବନେଶ୍ୱର(ଏଏନଏସ)୧୩/୦୫, ଆସୁଛି ଆଉ ଏକ ଲଘୁଚାପ । ଗତକାଲି ବାତ୍ୟା ଅସାନୀ ସଂପୂର୍ଣ୍ଣରୂପେ ଓଡିଶା ଉପକୂଳ ଛାଡି ଆନ୍ଧ୍ର ମୁହାଁ ହୋଇଛି । ଅସାନୀର ପ୍ରଭାବ ଓଡିଶା ଉପରେ ବିଶେଷ ଭାବେ ପଡିନଥିବା ବେଳେ ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା…

ଦୁର୍ଘଟଣାରେ ଓଡିଆ ପାଇଲଟଙ୍କ ମୃତ୍ୟୁ

ରାୟପୁର୧୩/୦୫, ଟ୍ରେନିଂ ସମୟରେ ହେଲିକେପ୍ଟର ଦୁର୍ଘଟଣା ଯୋଗୁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଦୁର୍ଘଟଣା ଘଟିଛି ଛତିଶଗଡର ରାୟପୁର ଅଞ୍ଚଳରେ । ମୃତକ ପାଇଲଟଙ୍କ ମଧ୍ୟରେ ଜଣେ ସମ୍ବଲପୁରର ବାହାମ ଗ୍ରାମର ଗୋପାଳକୃଷ୍ଣ ପଣ୍ଡା ବୋଲି ଜଣାପଡିଛି ।

ନାଚିବାକୁ ମନାକରିବାରୁ ମାରିଦେଲେ

ବରଗଡ(ଏଏନଏସ)୧୩/୦୫, ମଣିଷ ଯେ କେତେ ନିଚ୍ଚ ସ୍ତରକୁ ଚାଲିଯାଇପାରେ ତା'ର ଏକ ସଦ୍ୟ ଘଟଣା ହେଉଛି ବରଗଡ ଜିଲ୍ଲା ମେଳ୍‌ଛାମୁଣ୍ଡା ସାଲେପାଲିର ଘଟଣା । ବରଯାତ୍ରୀ ସହ ନାଚିବାକୁ ମନାକରିବାରୁ ଜନୈକ ମହିଳାଙ୍କୁ ଜୀବନରୁ ମାରିଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ମେଳ୍‌ଛାମୁଣ୍ଡା…