ବିଧାନସଭା ଓ ଲୋକସଭାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ କଂଗ୍ରେସ : ଅଳକା ଲାମ୍ବା 

ନବୀନ ନିବାସ ଅଭିମୁଖେ ବାହାରିଛନ୍ତି ମହିଳା ନେତା ଓ କର୍ମୀ । ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବାଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ପଦଯାତ୍ରାରେ ବାହାରିଛନ୍ତି କଂଗ୍ରେସର ହଜାର ହଜାର ମହିଳା ନେତ୍ରୀ ଓ କର୍ମୀ ।

Continue Readingବିଧାନସଭା ଓ ଲୋକସଭାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ କଂଗ୍ରେସ : ଅଳକା ଲାମ୍ବା 

ସରକାରଙ୍କ BSKY ଯୋଜନାରେ ଯୋଡ଼ି ହେବ ଆୟୁଷ ଚିକିତ୍ସା

  • Post category:ଓଡିଶା
  • Reading time:1 mins read

ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡ଼ି ହେବ ଆୟୁଷ ଚିକିତ୍ସା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଇମ୍ପୋନେଣ୍ଟ-୧ରେ ଏଲୋପ୍ୟାଥିକ ସ୍ବାସ୍ଥ୍ୟା ଅନୁଷ୍ଠାନ ଗୁଡ଼ିକୁ ଯେଉଁ ସବୁ ସୁବିଧା ମିଳୁଛି ସେହି ସମାନ ସୁବିଧା ଏବେ ଆୟୁଷ ଚିକିତ୍ସାରେ ଉପଲବ୍ଧ ହେବ ।

Continue Readingସରକାରଙ୍କ BSKY ଯୋଜନାରେ ଯୋଡ଼ି ହେବ ଆୟୁଷ ଚିକିତ୍ସା

ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ, ଆବାସ ଯୋଜନାର ହିତାଧିକାରୀଙ୍କ ସହ କଲେ ଆଲୋଚନା 

  • Post category:ଓଡିଶା
  • Reading time:1 mins read

ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳ କୁଜିଡିହିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଉଭୟ ଅଙ୍ଗନବାଡ଼ି କର୍ମୀ ଓ ଅଭିଭାବକଙ୍କ ସହ ଆଲୋଚନା କରି ସରକାରଙ୍କ ପୋଷଣ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ ।

Continue Readingମୟୂରଭଞ୍ଜ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ, ଆବାସ ଯୋଜନାର ହିତାଧିକାରୀଙ୍କ ସହ କଲେ ଆଲୋଚନା 

ନବକଳେବର ହେବ ବାରବାଟୀ ଷ୍ଟାଡିୟମ, ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

  • Post category:ଓଡିଶା
  • Reading time:1 mins read

କଟକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ୩ ବର୍ଷ ମଧ୍ୟରେ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ପାଇବ କଟକ ବାରବାଟୀ ଷ୍ଟାଡିୟମ । ଏନେଇ ଆଜି ଷ୍ଟାଡିୟମ ଯାଇ ନୂଆ ପ୍ରକଳ୍ପ କାମ ସମ୍ପର୍କରେ ଆଲୋଚନା କରିବା ସହ ପଡ଼ିଆ, ପିଚ୍, ଗ୍ୟାଲେରି ବୁଲି ଦେଖିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ।

Continue Readingନବକଳେବର ହେବ ବାରବାଟୀ ଷ୍ଟାଡିୟମ, ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

ଫୁଲବାଣୀରେ ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନ୍ ତରଫରୁ ବାର୍ଷିକ ଉତ୍ସବ ପାଳିତ 

  • Post category:ଓଡିଶା
  • Reading time:1 mins read

ଫୁଲବାଣୀ ଜିଲ୍ଲାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନ୍ ତରଫରୁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଫୁଲବାଣୀସ୍ଥିତ ସଭାଗୃହ ଠାରେ ଏହାର ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି।

Continue Readingଫୁଲବାଣୀରେ ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନ୍ ତରଫରୁ ବାର୍ଷିକ ଉତ୍ସବ ପାଳିତ 

ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ପ୍ରଦୀପ। ଦୀର୍ଘ ଦିନ ହେବ ପ୍ରଦୀପ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା।

Continue Readingବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 

  • Post category:ଓଡିଶା
  • Reading time:1 mins read

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଏହି ନୀତି ଆରମ୍ଭ ହେବ। ଏନେଇ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।

Continue Readingଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 

ପୁଣି ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ, ପ୍ରାୟ ଏକ ଘଣ୍ଟା ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

  • Post category:ଓଡିଶା
  • Reading time:1 mins read

ପୁଣି ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ। ପ୍ରାୟ ଏକ ଘଣ୍ଟା ଧରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରାୟ ଏକ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା।

Continue Readingପୁଣି ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗ, ପ୍ରାୟ ଏକ ଘଣ୍ଟା ଜେରା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 

  • Post category:ଓଡିଶା
  • Reading time:1 mins read

ଆସନ୍ତାକାଲି ପବିତ୍ର ମାଘ ଶୁକ୍ଳ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

Continue Readingଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 

ଖୁବଶୀଘ୍ର ପୂରଣ ହେବ ପୁରୀ-କୋଣାର୍କ ରେଳ ପ୍ରକଳ୍ପର ସ୍ୱପ୍ନ, ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

  • Post category:ଓଡିଶା
  • Reading time:1 mins read

ରେଳପଥରେ ଯୋଡିହେବ ଶ୍ରୀକ୍ଷେତ୍ରରୁ ଅର୍କକ୍ଷେତ୍ର । ଅର୍ଥାତ ତୀର୍ଥଯାତ୍ରୀ  ଟ୍ରେନରେ ପୁରୀରୁ କୋଣାର୍କ ଯାଇପାରିବେ। ଖୁବଶୀଘ୍ର ପୂରଣ ହେବ ପୁରୀ-କୋଣାର୍କ ରେଳ ପ୍ରକଳ୍ପର ସ୍ୱପ୍ନ।

Continue Readingଖୁବଶୀଘ୍ର ପୂରଣ ହେବ ପୁରୀ-କୋଣାର୍କ ରେଳ ପ୍ରକଳ୍ପର ସ୍ୱପ୍ନ, ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ