ରାଜ୍ୟରେ ସ୍କୁଲ ପିଲାଙ୍କୁ ଦିଆଯିବ ‘ତିିଥି ଭୋଜନ’ : ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ

  • Post category:ଓଡିଶା
  • Reading time:1 mins read

ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମିଳିବ 'ତିିଥି ଭୋଜନ' । ୧୦୦ଦିନ ମଧ୍ୟରୁ ଯେକୌଣସି ଗୋଟାଏ ଦିନ କମ୍ୟୁନିଟି ସଦସ୍ୟ କିମ୍ବା ସିଭିଲ ସୋସାଇଟି ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ 'ତିିଥି ଭୋଜନ' ତଥା ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ ।

Continue Readingରାଜ୍ୟରେ ସ୍କୁଲ ପିଲାଙ୍କୁ ଦିଆଯିବ ‘ତିିଥି ଭୋଜନ’ : ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ : ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ

  • Post category:ଓଡିଶା
  • Reading time:1 mins read

ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଆଜି ହେଉଛି ଦ୍ୱିତୀୟ ଦିନ ତଥା ଶେଷ ଦିନ । ଆଜି ବୈଠକରେ ରାଜନୈତିକ ସ୍ଥିତି ଉପରେ ଆଲୋଚନା ହେବ ।

Continue Readingବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ : ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ

ପିତାମ୍ବର ଆଚାର୍ଯ୍ୟ ନୂଆ ଏଜି : ରାଜ୍ୟ ଆଇନ ବିଭାଗ ତରଫରୁ ଵିଜ୍ଞପ୍ତି ପ୍ରକାଶ

  • Post category:ଓଡିଶା
  • Reading time:1 mins read

ନୂଆ ଏଜି ଭାବେ ନିଯୁକ୍ତ ହେଲେ ପିତାମ୍ବର ଆଚାର୍ଯ୍ୟ । ଓଡିଶାର ଆଡଭୋକେଟ୍ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି ମିଳିଛି ।

Continue Readingପିତାମ୍ବର ଆଚାର୍ଯ୍ୟ ନୂଆ ଏଜି : ରାଜ୍ୟ ଆଇନ ବିଭାଗ ତରଫରୁ ଵିଜ୍ଞପ୍ତି ପ୍ରକାଶ

ନେତାଙ୍କ ଦାଦା ଗିରି : ଖଣି ପରିବହନକାରୀଙ୍କୁ ମରଣାତ୍ମକ ଆକ୍ରମଣ

  • Post category:ଓଡିଶା
  • Reading time:1 mins read

ଏବେବି ଚାଲିଛି ନେତାଙ୍କ ଦାଦା ଗିରି । ବିଜେଡି ଦଳ କ୍ଷମତାରୁ ହଟି ଥିଲେ ମଧ୍ୟ ସେମାନଙ୍କ ପରାଜିତ ନେତା ଓ କର୍ମୀମାନେ ଯାଜପୁର ଜିଲ୍ଲାରେ ଚଳାଇଛନ୍ତି ଆତଙ୍କ ରାଜ।

Continue Readingନେତାଙ୍କ ଦାଦା ଗିରି : ଖଣି ପରିବହନକାରୀଙ୍କୁ ମରଣାତ୍ମକ ଆକ୍ରମଣ

ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ : ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ,ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ । ଆଜି ଭୋର ୫ଟା ସମୟରେ ୭୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।

Continue Readingଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ : ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ,ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବେଆଇନ ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ, ଦୁଇ ଗିରଫ

  • Post category:ଓଡିଶା
  • Reading time:1 mins read

ବେଆଇନ ଗୋରୁ ଚାଲାଣ ବେଳେ ଧରିଲା ପୋଲିସ । ଭୁବନ ଥାନା ମାର୍ଥାପୁର ଗ୍ରାମ ମାଳବନ୍ଧରୁ ବେଆଇନ ଗୋରୁ ବୋଝେଇ ଯାଉଥିବା ଏକ ଟାଟାଏସି ଗାଡିକୁ ଜବଦ କରିଛି ପୋଲିସ ।

Continue Readingବେଆଇନ ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ, ଦୁଇ ଗିରଫ

ହାଇଓ୍ୱା ଧକ୍କାରେ ପ୍ରାଣ ହରାଇଲେ ତିନି ଶ୍ରମିକ : ପରିବାର ପକ୍ଷରୁ ଜାତୀୟ ରାଜପଥ ଅବରୋଧ

  • Post category:ଓଡିଶା
  • Reading time:1 mins read

ସୁନ୍ଦରଗଡ ଜିଲ୍ଲା ମୁଣ୍ଡା ବାଇପାସ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇଓ୍ୱା  ଧକ୍କାରେ ତିନି ଜଣ ନିରୀହ ସାଧାରଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।

Continue Readingହାଇଓ୍ୱା ଧକ୍କାରେ ପ୍ରାଣ ହରାଇଲେ ତିନି ଶ୍ରମିକ : ପରିବାର ପକ୍ଷରୁ ଜାତୀୟ ରାଜପଥ ଅବରୋଧ

ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇବା ଘଟଣା : ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଆଗୁଆ ଜାମିନ

  • Post category:ଓଡିଶା
  • Reading time:1 mins read

ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବା ଘଟଣାରେ ରଘୁନନ୍ଦନ ଦାଶଙ୍କୁ ଆଗୁଆ ଜାମିନ।  ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଜାମିନ ହାଇକୋର୍ଟରୁ ମଞ୍ଜୁର ହୋଇଛି ।

Continue Readingମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇବା ଘଟଣା : ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଆଗୁଆ ଜାମିନ

ଆସନ୍ତା 21ରେ ବିଧାନସଭାର ସର୍ବଦଳୀୟ ବୈଠକ : ୨୫ରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • Post category:ଓଡିଶା
  • Reading time:1 mins read

ଆସନ୍ତା 21ରେ ବସିବ ଓଡିଶା ବିଧାନସଭାର ସର୍ବଦଳୀୟ ବୈଠକ ବସିବ। ପୂର୍ବାହ୍ନ 11 ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ।

Continue Readingଆସନ୍ତା 21ରେ ବିଧାନସଭାର ସର୍ବଦଳୀୟ ବୈଠକ : ୨୫ରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆରମ୍ଭ ହେଲା ବିଜେପି ପଦାଧିକାରୀ ବୈଠକ : ସାମିଲ ହେବେ ଜେ.ପି. ନଡ୍ଡା

  • Post category:ଓଡିଶା
  • Reading time:1 mins read

ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବସିଛି ପଦାଧିକାରୀ ବୈଠକ । ଏହି ବୈଠକରେ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସମସ୍ତ ମୋର୍ଚ୍ଚାର ସଭାପତି ଉପସ୍ଥିତ ଅଛନ୍ତି ।

Continue Readingଆରମ୍ଭ ହେଲା ବିଜେପି ପଦାଧିକାରୀ ବୈଠକ : ସାମିଲ ହେବେ ଜେ.ପି. ନଡ୍ଡା