ବାଲେଶ୍ୱର(ଏଏନଏସ)୨୨/୦୨, ବାଲେଶ୍ୱର ପୁରୁବାଇ କନ୍ୟାଶ୍ରମର ମସ୍ତିଷ୍କ ଜ୍ୱର । ପୁଣି ୫ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ଏହି ୫ଜଣ ଅସୁସ୍ଥ ଅନ୍ତେବସୀଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ୪ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଏବେ ବାଲେଶ୍ୱରରେ ଚିକିତ୍ସାଧୀନ ଅସୁସ୍ଥ ଅନ୍ତେବାସୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ସେପଟେ ସୋର ମେଡିକାଲରେ ୧୪ ଅସୁସ୍ଥ ଅନ୍ତେବାସୀଙ୍କର ଚିକିତ୍ସା ଜାରି ରହିଛି । ଆଉ କିଛି ଛାତ୍ରୀ ମଧ୍ୟ ଅସୁସ୍ଥ ରହିଥିବା ଜଣପଡିଛି । କନ୍ୟାଶ୍ରମରେ ଜାପାନିଜ ଏନସେଫାଲାଇଟସ ବ୍ୟାପୁଥିବା ବେଳେ ଜଣକ ପରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡୁଛନ୍ତି । ସେପଟେ କନ୍ୟାଶ୍ରମରେ ମେଡିକାଲ ଟିମ୍ ପହଂଚି ସ୍ୱାସ୍ଥାବସ୍ଥା କଥା ପଚାରି ବୁଝୁୁଛନ୍ତି ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ