You are currently viewing ବିଗବସ୍୧୪: ଜାଣନ୍ତୁ କେଉଁ ପୂର୍ବତନ ବିବି ପ୍ରତିଯୋଗୀଙ୍କୁ ପୁଣିଥରେ ଦେଖିବାକୁ ପାଇବେ…

ବିଗବସ୍୧୪: ଜାଣନ୍ତୁ କେଉଁ ପୂର୍ବତନ ବିବି ପ୍ରତିଯୋଗୀଙ୍କୁ ପୁଣିଥରେ ଦେଖିବାକୁ ପାଇବେ…

ଯଦି ସବୁ ଠିକ୍ ଚାଲେ ତେବେ ବିଗ୍‌ବସ୍ ର ଦର୍ଶକ ପୂର୍ବତନ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା, ହିନା ଖାନ୍ ଏବଂ ଗୌହର ଖାନ୍ ଙ୍କୁ ବିଗ୍‌ବସ୍ ୧୪ ରେ ପୁଣିଥରେ ଦେଖିବାକୁ ପାଇବେ । ସିଦ୍ଧାର୍ଥ ଏବଂ ଗୌହର ଖାନ୍ ନିଜ ନିଜ ସିଜନ୍‌ର ବିଜେତା ଥିବାବେଳେ ହିନା ଖାନ୍ ସିଜନ୍ ୧୧ର ପ୍ରଥମ ରନର ଅଫ୍ ଥିଲେ । ବିଗ୍‌ବସ୍‌ର ଚଳିତ ବର୍ଷର ପ୍ରତିଯୋଗୀଙ୍କ ନାମ ଟିମ୍ ପକ୍ଷରୁ ଏବେ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ କିନ୍ତୁ କିଛି ଜଣକ ନାମ ସାମ୍ନାକୁ ଆସୁଛି । ସେମାନେ ହେଲେ ଜସ୍ମିନ୍ ଭସିନ୍ , ଅମିର୍ ଅଲ୍ଲୀ , ରାଜିଭ ଶେନ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।