ପ୍ରଥମ ସିଜନ ସାଥ୍ ନିଭାନା ସାଥିୟାର ସଫଳତା ପରେ ଏବଂ ବହୁତ ଦିନର ବ୍ୟବଧାନରେ ପୁଣିଥରେ ପ୍ରସାରିତ ହେବାକୁ ଯାଉଛି ‘ସାଥ ନିଭାନା ସାଥିୟା ୨’ । ଏହାର ସୂଚନା ଧାରାବାହିକର ନାୟିକା ଦେବୋଲିନା ଭଟ୍ଟଚାର୍ଜୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଧାରାବାହିକରେ ଅଭିନୟ କରୁଥିବା ଚରିତ୍ର ମାନଙ୍କ ଫଟୋକୁ ସେୟାର କରିଛନ୍ତି । ଶୋ ଏହି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏହା ଜାଣିବା ପରେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଶୋ ଦେଖିବା ପାଇଁ ଉତ୍ସୁକତା ବଢ଼ିଯାଇଛି । ସୂଚନା ଅଛି ଯେ, ଶୋ ରେ କିଛି ନୂଆ ଚରିତ୍ରଙ୍କୁ ଦେଖିବାକୁ ମିଳିବ ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ