ଆଖିବୁଜିଲେ ହଲିଉଡର ଲୋକପ୍ରିୟ ଅଭିନେତ୍ରୀ

ଲସ ଏଞ୍ଜିଲିସ(୩.୧୦.୨୨) : ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ସାଚିନ ଲିଟଲଫେଦର । ୭୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନରୁ ବ୍ରେଷ୍ଟ କ୍ୟାନସରରେ ପିଡିତଥିଲା । ୧୯୪୬ରେ କାଲିଫର୍ଣ୍ଣିଆରେ ଜନ୍ମିତ ସାଚିନ ଲିଟଲଫେଦର ଆମେରିକାନମାନଙ୍କ ଅନେକ ପ୍ରସଙ୍ଗକୁ ସମର୍ଥ କରି ଫିଲ୍ମ ‘ଗଡ ଫାଦର’ରେ ଭିଟୋ କର୍ଲେଓନ ଚରିତ୍ରରେ ଅଭିନୟ କରିଥିଲେ । ଏଥିପାଇଁ ସେ ଓସ୍କାର ପାଇଁ ମନୋନୀତ ହୋଇଥିଲେ । କିନ୍ତୁ ସେ ଓସ୍କାର ଆୱାର୍ଡ ନେବାକୁ ମନା କରିଥିଲେ । ୧୯୭୩ରେ ଲିଟଲଫେଦର ତାଙ୍କ ଓସ୍କାର ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚିଥିଲେ। ହେଲେ ମଞ୍ଚ ଉପରେ ଆମେରିକୀୟମାନଙ୍କ ସମସ୍ୟା ଉପରେ ମାତ୍ର ୧ମିନିଟ୍ କହିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଓସ୍କାର ପୁରସ୍କାରକୁ ନେବାକୁ ସେ ସିଧାସଳଖ ମନା କରିଦେଇଥିଲେ।

Leave A Reply

Your email address will not be published.