You are currently viewing ତାରକ ମେହେତା କା ଉଲ୍‌ଟା ଚଷମା ୩୦୦୦ ଏପିସୋଡ଼ରେ ପହଁଞ୍ଚିଲା ; ଦିଶା ଭକାନୀଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଫ୍ୟାନ୍ସଙ୍କ ଦାବି

ତାରକ ମେହେତା କା ଉଲ୍‌ଟା ଚଷମା ୩୦୦୦ ଏପିସୋଡ଼ରେ ପହଁଞ୍ଚିଲା ; ଦିଶା ଭକାନୀଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଫ୍ୟାନ୍ସଙ୍କ ଦାବି

ତାରକ ମେହେତା କା ଉଲ୍‌ଟା ଚଷମା ନିସନ୍ଦେହ ଭାବରେ ଏକ ଲୋକପ୍ରିୟ ସୋ । ଯେଉଁ ଶୋକୁ ଲୋକମାନେ ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି ଏବଂ ଏହି ଶୋ’କୁ ବହୁତ ଭଲ ପାଇବା ମଧ୍ୟ ଦେଇ ଆସୁଛନ୍ତି । ଶୋ’ର ଅଭିନେତା ଓ ଅଭିନେତ୍ରୀ ଙ୍କ ଚମତ୍କାର ଅଭିନୟ ପାଇଁ ଏହି ଶୋ’ରେ ସର୍ବଦା ଆଗରେ ରହିଆସିଛି । ଯାହାଫଳରେ ଶୋ ଟିଆର୍‌ପି ରେଟ୍‌ରେ ସବୁବେଳେ ଆଗୁଆ ରହିଥାଏ ।

ଏହି ଶୋ ତା’ର ୩୦୦୦ ଏପିସୋଡ଼ ପୂରା କରିବାକୁ ଯାଉଛି । ଏହି କଥା ଶୋ’ର ପ୍ରଡ୍ୟୁସର ଅସିତ୍ ଗତ ସୋମବାର ଦିନ ଟୁଇଟ୍ କରି ଜଣାଇଥିଲେ । କିଛି ଦର୍ଶକ ଅସିତ୍‌ଙ୍କୁ ଟୁଇଟ୍ ବ୍ୟାକ୍ କରି କହିଥିଲେ ଯେ, ଦୟାବେନ୍‌ଙ୍କୁ ଶୋ କୁ ପୁଣି ଫେରାଇଆଣିବା ପାଇଁ । ଜଣାଇରଖୁଛୁ ଯେ, ଶୋ’ରେ ଦୟା ଚରିତ୍ରରେ ଅଭିନୟ କରୁଥବା ଦିଶା ୨୦୧୮ରେ ମା’ ହେବା ପରଠାରୁ ଶୋ କୁ ଫେରିନାହାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।