ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ବହୁତ ଶୀଘ୍ର ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ସୈଫ ନିଜେ ଏହି ସୂଚନା ଦେଇଛନ୍ତି ଏବଂ ତାଙ୍କ ପୁଅକୁ ସ୍ୱାଗତ କରିଛନ୍ତି ବଲିଉଡକୁ । କିଛି ଦିନ ପୂର୍ବେ ଏହି ଖବର ଶୁଣାଯାଇଥିଲା କିନ୍ତୁ ଏଥିରେ କୌଣସି ସତ୍ୟତା ନଥିଲା । କିନ୍ତୁ ଏବେ ଏହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି । ସୈଫ କହିଥିଲେ ଯେ, ତାଙ୍କ ପୁଅ ବଲିଉଡରେ ଅଭିନୟ କରିବା ପାଇଁ ପିଲାବେଳୁ ଇଚ୍ଛୁକ ଥିଲେ । ସେ ଏବେ ବଲିଉଡରେ ଅଭିନୟ ପାଇଁ ନିଜକୁ ପ୍ରସ୍ତୁତ କରିସାରିଛନ୍ତି । ସୂଚନା ଯୋଗ୍ୟ ଯେ, ସୈଫଙ୍କ ଝିଅ ସାରା ଅଲ୍ଲୀ ଖାନ ବଲିଉଡର ଏକ ଚର୍ଚ୍ଚିତ ଅଭିନେତ୍ରୀ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ