ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ କ୍ରିତି ସାନନ

ବାହୁବଳୀ ଷ୍ଟାର ଏବଂ ତେଲୁଗୁ ଷ୍ଟାର ପ୍ରଭାସ ଏକ ବିଗବଜେଟ ଫିଲ୍ମ କରିବାକୁ ଯାଉଛନ୍ତି ଯାହାର ନାମ ହେଉଛି ‘ଆଦିପୁରୁଷ’ । କିଛି ଦିନ ହେବ ଫିଲ୍ମର ଫିମେଲ ଲିଡକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏବେ ମେକର୍ସ ମାନେ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ନାମରେ ମୋହର ମାରିଛନ୍ତି । ଫିଲ୍ମମରେ କ୍ରିତି ସୀତା ଭୂମିକାରେ ନଜର ଆସିବେ , ପ୍ରଭାସ ରାମ ଭୂମିକାରେ ଏବଂ ସୈଫ ଅଲ୍ଲୀ ଖାନ ରାବଣ ଭୂୁମିକାରେ ନଜର ଆସିବେ । । ଫିଲ୍ମର ପୋଷ୍ଟରକୁ ଅଗଷ୍ଟ ମାସରେ ଲକଡାଉନ ସମୟରେ ରିଲିଜ କରାଯାଇଥିବା ବେଳେ । ଫିଲ୍ମକୁ ୨୦୨୨ରେ ରିଲିଜ କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.