You are currently viewing ବିଶିଷ୍ଟ ଗାୟକ ଏସ.ପି.ବାଲସୁବ୍ରମଣ୍ୟମଙ୍କ ପରଲୋକ

ବିଶିଷ୍ଟ ଗାୟକ ଏସ.ପି.ବାଲସୁବ୍ରମଣ୍ୟମଙ୍କ ପରଲୋକ

ଭୁବନେଶ୍ୱର, ବିଶିଷ୍ଟ ଗାୟକ ଏସ.ପି.ବାଲସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା । ହିନ୍ଦୀ, ତାମିଲ ଓ ତେଲୁଗୁ ଫିଲ୍ମର ସେ ଅନେକ ଗୀତ ଗାଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।