ଶାହରୁଖ ଖାନ ପ୍ରଡକ୍ସନର ନୂତନ ଫିଲ୍ମ ‘ଲଭ ହଷ୍ଟେଲ’

ଶାହରୁଖ ଖାନଙ୍କ ରେଡ ଚିଲିଜ ଏଣ୍ଟରଟେନ ମେଣ୍ଟ ଏବଂ ଦୃଶ୍ୟମ ଫିଲ୍ମସ ଏକତ୍ର ଭାବେ ଏକ ନୂତନ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଯାହାର ନାମ ହେଉଛି ‘ଲଭ ହଷ୍ଟେଲ’ । ଏହି ଫିଲ୍ମରେ ବିକ୍ରାନ୍ତ ମେସି, ବବି ଦେଓଲ ଏବଂ ସାନ୍ୟା ମଲୋତ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାର ରାଇଟର ଓ ଡାଇରେକ୍ଟର ହେଉଛନ୍ତି ଶଙ୍କର ରମନ । ଏହି ଫିଲ୍ମର ସୂଚନା ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ତା’ର ଅଫିସିଆଲ ଆକାଉଣ୍ଟରେ ଜଣାଇଛି ।

Leave A Reply

Your email address will not be published.