ଲୋକମାନେ ନିଜର ସ୍ୱାସ୍ଥ୍ୟ ସମସ୍ୟା ଲାଗି ବା ବିଭିନ୍ନ କାରଣରୁ ଲଣ୍ଡା ହୋଇଥାନ୍ତି । ତେବେ କିଛି ଅଭିନେତ୍ରୀ ଲଣ୍ଡା ହୋଇ କେଶ ଦାନ କରିବା କଥା ଶୁଣାଯାଇଛି । ତେବେ ଏଥିରେ ସାମିଲ ହୋଇଛି ଅନ୍ୟ ଏକ ଅଭିନେତ୍ରୀଙ୍କ ନାମ । ସେ ହେଉଛନ୍ତି ନୀନା ସରକାର । ଫିଲ୍ମ ‘ମନି ଦେବୋ ଭବ’ର ସୁପର ହିଟ ଗୀତ ଲେଜା ଲେଜାରୁ ଫେମଶ ହୋଇଥିଲେ ନୀନା । ଏବେ ପୁଣି ଥରେ ନୀନା ସରକାର ନିଜର କେଶ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ନିଜର କେଶ କାଟୁଥିବା ବେଳର ଭିଡିଓକୁ ନିଜ ସୋସିଆଲ ସାଇଟରେ ପୋଷ୍ଟ କରିଛନ୍ତି ନୀନା । ଏଥିରେ ସେ ଟ୍ରିମର ସାହାର୍ଯ୍ୟରେ ନିଜେ କେଶ କାଟୁଥିବାର ଜଣାଯାଇଛି ।
ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭକ୍ୟାମେରା ଲେନସରେ କଏଦ ହେଲା ବାଘ