ଅଭିନେତା ବରୁଣ ଧୱନଙ୍କ ସହ ଫିଲ୍ମର ଘୋଷଣା ପରେ ଏବେ କିଆରା ଅଡଭାନୀଙ୍କୁ ଅନ୍ୟ ଏକ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ଫିଲ୍ମର ନାମ ହେଉଛି ‘କରମ କୁରାନ’ । ଫିଲ୍ମ ନିର୍ମାତା ଆଶୁତୋଷ ଗୋୱାରିକର ଫିଲ୍ମର ଫିମେଲ ଲିଡ ପାଇଁ କିଆରାଙ୍କୁ ଚୟନ କରିଛନ୍ତି । ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି ସୁନିତା ଗୋୱାରିକର, ଫିଲ୍ମର ନିର୍ଦ୍ଦେଶନା ଦେବେ ଗ୍ଲେନ ବାରେଟ୍ଟୋ ଏବଂ ଅଙ୍କୁଶ ମୋହଲା । ଫିଲ୍ମଟିରେ ମହିଳା ସଶକ୍ତିକରଣର କାହାଣୀକୁ ପରଦାକୁ ଆଣିବା ପାଇଁ ‘କରମ କୁରାମ’ ଜଣେ ମହିଳାଙ୍କ କାହାଣୀ ବର୍ଣ୍ଣନା କରେ ଯିଏ ଏକ ମହିଳା ସମବାୟ ସଂଗଠନ ଆରମ୍ଭ କରି ଅନ୍ୟ ୬ ଜଣ ଗୃହିଣୀଙ୍କୁ ନିଜ ଘର ପାଇଁ ରୋଜଗାର କରିବା ପାଇଁ ଏକତ୍ର କରିଥିଲେ ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି