ବଲିଉଡ୍ ଇଣ୍ଡଷ୍ଟ୍ରିର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ୍ । ନିଜର ପ୍ରଫେସନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି କ୍ୟାଟ୍ରିନା । ଅଲ୍ଲୀ ଆବାସ ଜଫରଙ୍କ ନିଦ୍ଦେଶିତ ସୁପରହିରୋ ଫିଲ୍ମର ସୁଟିଂ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । । କ୍ୟାଟ୍ ବଲିଉଡ୍ ନିର୍ମାତା ଅଲୀ ଅବ୍ବାସ ଜଫରଙ୍କ ସହ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଏହାକୁ ମିଶାଇ କ୍ୟାଟ୍ ଅଲୀଙ୍କ ସହ ୪ର୍ଥ ଥର କାମ କରିସାରିଲେଣି। । ଅଲୀଙ୍କ ଏହି ଆଗାମୀ ଫିଲ୍ମରେ କ୍ୟାଟ୍ଙ୍କୁ ମହିଳା ସୁପରହିରୋ ଭୂମିକାରେ ଦେଖିବାକୁ ମିଳିବ।
ସୂଚନା ଅନୁଯାୟୀ, ଫିଲ୍ମରେ କ୍ୟାଟ୍ଙ୍କ ବିପକ୍ଷରେ କେହି ମେଲ ଅଭିନେତା ରହିବେ ନାହିଁ। ଏହା ଏକ ନୂଆ ଏବଂ ଭିନ୍ନ ଧରଣର ସିନେମା ହେବ। ତେବେ ଫିଲ୍ମରେ କ୍ୟାଟ୍ଙ୍କ କୌଣସି ରୋମାଣ୍ଟିକ୍ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ ବୋଲି ଜଣାପଡ଼ିଛି।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି