ରାଜମୌଲୀ ଙ୍କ ବାହୁବଲୀ ଫିଲ୍ମ ଥିଲା ସୁପରହିଟ୍ । ଫିଲ୍ମଟି ଦର୍ଶକ ଙ୍କ ମନରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିଲା । ବାହୁବଲୀ ରେ ଶିବ୍ଗାମୀ ଚରିତ୍ରରେ ଅଭିନୟ କରୁଥିବା ରାମ୍ୟା କୃଷ୍ଣନ୍ ଆଜି ତାଙ୍କର ୫୦ତମ ଜନ୍ମ ଦିବସ ପାଳନ କରୁଛନ୍ତି । ରାମ୍ୟା ୧୫ ସେପ୍ଟେମ୍ବର ୧୯୭୦ ଚେନ୍ନାଇ ରେ ଜନ୍ମଗ୍ରହଣ କରିଥିଲେ । ରାମ୍ୟା ଏ ପର୍ଯ୍ୟନ୍ତ ବହୁତ ଫିଲ୍ମ ରେ ଅଭିନୟ କରିସାରିଛନ୍ତି କିନ୍ତୁ ତାଙ୍କୁ ବେଶ୍ ସଫଳତା ଶିବ୍ଗାମୀ ର ଏହି ରୋଲରେ୍ ମିଳିଛି । ପ୍ରଥମେ ଏହି ରୋଲ୍ ଶ୍ରୀ ଦେବୀଙ୍କୁ ଅଫର୍ କରାଯାଇଥିଲା କିନ୍ତୁ କୌଣସି କାରଣରୁ ସେ ଏହି ରୋଲ୍ଟିକୁ କରିନଥିଲେ । ତେଣୁ ଏହା ପରେ ରାଜମୌଲୀ ରାମ୍ୟା ଙ୍କୁ ପ୍ରଦାନ କରାଯାଇଥିଲା । ସେ ବିବାହିତ ଏବଂ ତାଙ୍କର ଏକ ପୁତ୍ର ମଧ୍ୟ ଅଛି ବୋଲି ସୂଚନାରୁ ପ୍ରାପ୍ତ ।

ର।ମ୍ୟା କୃଷ୍ଣନ୍ ୧୪ ବର୍ଷ ବୟସରେ ଆରମ୍ଭ କରିଥିଲେ ନିଜ ଫିଲ୍ମ କ୍ୟାରିୟର୍, ଜାଣନ୍ତୁ କେମିତି ମିଳିଥିଲା ଶିବ୍ଗାମୀର ରୋଲ…
- Post published:September 15, 2020
- Post category:ମନୋରଞ୍ଜନ
- Reading time:1 mins read