ମୁମ୍ବାଇ: ମହାରାଷ୍ଟ୍ରର ଏକ କ୍ଳବରେ କୋଭିଡ ନିୟମକୁ ଉଲଘଂନ କରି ପାର୍ଟି କରୁଥିବା ବେଳେ ଅନେକ ନାମିଦାମୀ କଳାକାରଙ୍କୁ ଗିରଫ କରିଛି ପୋଲିସ । ମୁମ୍ବାଇ ବିମାନବନ୍ଦରର ନିକଟରେ ଥିବା ଜେଡବ୍ଲ୍ୟୁ ମେରିୟଟ ହୋଟେଲ କ୍ଲବରେ ଏହି ପାର୍ଟି ଚାଲୁଥିଲା ।
କ୍ଲବରେ ପାର୍ଟି କରୁଥିବା ୩୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୩୪ ଜଣଙ୍କ ମଧ୍ୟରେ ରହିଛନ୍ତି ଗାୟକ ଗୁରୁ ରନ୍ଧୱା, କ୍ରିକେଟର ସୁରେଶ ରାଇନା ଏବଂ ହ୍ରିତ୍ୱିକ ରୋଶନଙ୍କ ପତ୍ନୀ ସୁଜେନ ଖାନ । ସୂଚନାରୁ ଜଣାପଡିଛି ଯେ, ସୁରେଶ ରାଇନା ଏବଂ ଗୁରୁ ରନ୍ଧୱା ଜାମିନରେ ମୁକୁଳି ଯାଇଛନ୍ତି । କ୍ଳବର ୭ ଜଣ କର୍ମଚାରୀଙ୍କ ସହ କିଛି ମହିଳା ଥିଲେ ସେମାନଙ୍କୁ ନୋଟିସ ଦେଇ ଛାଡିଦେଇଛି ପୋଲିସ ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା