ମୁମ୍ବାଇ, ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ଅମିର ଖାନ୍ । ଜନ୍ମଦିନର ଠିକ ଗୋଟିଏ ଦିନ ପରେ ଏଭଳି ଘୋଷଣା କରିଛନ୍ତି ଆମିର । ଏଭଳି ଏକ ପଦକ୍ଷେପ ଆମିରଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଅମିର ଖାନ ସୋସିଆଲ ମିଡିଆରେ ପୋଷ୍ଟ କରି ଏହା ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ଯେ, ଜନ୍ମ ଦିନରେ ଆପଣମାନେ ଅଜସ୍ର ଭଲପାଇବା ଦେଇଥିଲେ ଏଥିପାଇଁ ଅଶେଷ ଧନ୍ୟବାଦ । ଏହା ସୋସିଆଲ ମିଡିଆରେ ମୋର ଶେଷ ପୋଷ୍ଟ ।କିନ୍ତୁ ଆମେମାନେ ପୂର୍ବପରି କଥାବାର୍ତ୍ତା ଜାରି ରଖିବା। ଭବିଷ୍ୟତରେ ମୋର ଅପକମିଂ ଫିଲ୍ମର ଅପଡେଟ ଆପଣମାନେ @akppl_officialରୁ ପାଇଯିବେ। ”
ତେବେ ଏହି ପୋଷ୍ଟ ପରେ ଫ୍ୟାନ୍ସମାନେ କମେଣ୍ଟ କରିବାରେ ଲାଗିଛନ୍ତି। ଏଭଳି ନିଷ୍ପତି ହଠାତ୍ ସେ କାହିଁକି ନେଲେ ବୋଲି ପ୍ରଶ୍ନ କରିଛନ୍ତି।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ