ନୂଆଦିଲ୍ଲୀ (୧୭.୩.୨୩) : ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ କମେଡି କିଙ୍ଗ କପିଲ ଶର୍ମାଙ୍କ ବଲିଉଡ୍ ଫିଲ୍ମ ‘ଜ୍ୱିଗାଟୋ’ । ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରବଳ ଉତ୍ସାହ ରହିଛି । ଫିଲ୍ମ ସହ ଭୁବନେଶ୍ୱର ଓ କଟକର ଖାସ ସମ୍ପର୍କ ରହିଛି । ଫିଲ୍ମରେ କମେଡି କଳାକାର କପିଲଙ୍କ ସହ ଜ୍ୱିଗାଟୋରେ ସ୍କ୍ରିନ ସେୟାର କରିଛନ୍ତି ବିଭିନ୍ନ ମଞ୍ଚ କଳାକାର ତଥା ଓଡ଼ିଆର ସିନେ କଳାକାର । ଏହି କଳାକାରମାନଙ୍କୁ ନେଇ ତିଆରି ହୋଇଛି ଫିଲ୍ମ । ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଏହି ଫିଲ୍ମଟି ସୁଟିଂ ହୋଇଛି । ଚଳଚ୍ଚିତ୍ର ଜରିଆରେ ସାମାଜିକ, ପାରିବାରିକ କଥାବସ୍ତୁ ଦେଖାଇବାକୁ ଚେଷ୍ଟା କରାଯାଇଛି । ଫିଲ୍ମରେ ମଞ୍ଚ କଳାକାର ଅଭିଷେକ ଗିରି ଅଭିନୟ କରିଛନ୍ତି । ସୁଟିଂ ସମୟର କେମିତି ଥିଲା ଅନୁଭୂତି କହିଛନ୍ତି ।
ବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ରନାରୀ ବେଶରେ ପୁରୁଷ କରନ୍ତି ପୂଜାବନ୍ଦ ହୋଇଗଲା ବିଧାନସଭାର ବଜେଟ ଅଧିବେଶନଭୁବନେଶ୍ୱରରୁ ଦୁବାଇକୁ ଉଡିବ ବିମାନ ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ