You are currently viewing ଡାଇବେଟିସ୍ କମେଇବାରେ ସାହାର୍ଯ୍ୟ କରୁଥିବା କାଢ଼ାର ପ୍ରସ୍ତୁତି ପ୍ରଣାଳୀ…

ଡାଇବେଟିସ୍ କମେଇବାରେ ସାହାର୍ଯ୍ୟ କରୁଥିବା କାଢ଼ାର ପ୍ରସ୍ତୁତି ପ୍ରଣାଳୀ…


ଯଦି କୌଣସି ବ୍ୟକ୍ତ ିଡାଇବେଟିସ୍‌କୁ ନେଇ ଚିନ୍ତିତ ଅଛନ୍ତି । ତେବେ ଘରେ ବନାନ୍ତୁ ଏହି କାଢ଼ା ଏହା ୧୦ ଦିନରେ ଆପଣଙ୍କ ଡାଇବେଟିସ୍ ସ୍ତରକୁ ଠିକ୍ କରିଦେବ । ଏହି କାଢ଼ା ୫୦୦୦ ବର୍ଷ ପୂର୍ବେ ମଧ୍ୟ ବ୍ୟବହାର କରାଯାଉଥିଲା ଯାହାର ବର୍ଣ୍ଣନା ଆର‌୍ୟୁବେଦିକ ଗ୍ରନ୍ଥରେ କରାଯାଇଛି । ଏହି କାଢ଼ାର ବ୍ୟବହାର ପାଇଁ କୌଣସି ସମୟ ସୀମା ନାହିଁ । ଯଦି ଶରୀରରେ ଗ୍ଳୁକୋଜର ମାତ୍ରା ବଢ଼ିଯାଏ ତେବେ ଡାଇବେଟିସ୍ ହୋଇଥାଏ । ଏହା ଇନ୍‌ସୁଲିନର ଅଭାବରୁ ହୋଇଥାଏ । ଅଧିକ ମିଠା ଖାଇବା ଦ୍ୱାରା ଡାଇବେଟିସ୍ ହେବାର ଅ।।ଶଙ୍କା ବଢ଼ିଯାଇଥାଏ ।

ଜାଣନ୍ତୁ ଏହି କାଢ଼ା ବନେଇବାର ଉପାୟ..

ପ୍ରଥମେଗୋଟିଏ ଗ୍ଳାସ୍ ପାଣିକୁ ଗୋଟିଏ ପାତ୍ରରେ ରଖନ୍ତୁ । ପରେ ଏଥିରେ ଗୋଟିଏ ଚାମଚ ମେଥି ,କିଛି ଖଣ୍ଡ ଡାଲଚିନି ଏବଂ ୪ରୁ୫ ଟା ତୁଳସୀର ପତ୍ର. ୨ଟା ଗୁଜୁରାତି ପକାନ୍ତୁ । ସର୍ବଶେଷରେ ଏଥିରେ ଗୋଟିଏ ଚାମଚ ହଳଦୀ ପକାନ୍ତୁ । ଏହାକୁ ଭଲଭାବରେ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଅଧା ହୋଇନଯାଏ । ଏବଂ ଏହାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ୧୦ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ଏବଂ ଦେଖନ୍ତୁ ଆପଣଙ୍କ ଶରୀରରେ ଗ୍ଳୁକୋଜର ମାତ୍ରା ଠିକ୍ ରହିବ

ଅନ୍ୟମାନଙ୍କୁ ଜଣାନ୍ତୁ।