You are currently viewing ନଡ଼ିଆ ତେଲ ଓ ଲେମ୍ବୁରସରେ ସୁନ୍ଦରତାର ବାସ୍ନା

ନଡ଼ିଆ ତେଲ ଓ ଲେମ୍ବୁରସରେ ସୁନ୍ଦରତାର ବାସ୍ନା

ଆଜି କାଲି ସବୁ କ୍ଷେତ୍ରରେ ପ୍ରତିଯୋଗିତା ଚାଲିଛି । ତେବେ ମନୁଷ୍ୟ ସବୁବେଳେ ଭାବେ ସମସ୍ତଙ୍କ ଠାରୁ ଟିକେ ନିଆରା ଓ ଭିନ୍ନ ଦେଖାଯିବା ପାଇଁ । ତେବେ ଚେହେରା ସତେଜ୍ ଏବଂ ସୁନ୍ଦର ରଖିବା ପାଇଁ ଆପଣେଇବା କିଛିଟା ସରଳ ଉପାୟ । ସମସ୍ତଙ୍କ ଘରେ ପ୍ରାୟ ନଡ଼ିଆ ତେଲ ଏବଂ ଲେମ୍ବୁ ଥାଏ । ଘରେ ଯଦିବି ନାହିଁ ତେବେ ଅଳ୍ପ ଟଙ୍କାରେ ବଜାରେ ସହଜରେ ମିଳିଯିବ ।

ତେବେ ଗୋଟେ ବାଉଲ୍‌ରେ ଗୋଟେ ଚାମଚ ନଡ଼ିଆ ତେଲ ଏବଂ ଅଧା ଫାଳ ଲେମ୍ବୁର ରସ ଦୁଇଟିକୁ ଭଲଭାବେ ମିଶାଇ ଦେବେ । ତାପରେ ଦେହ ଏବଂ ମୁହଁରେ ଲଗାଇବା ପରେ ୨୦ ରୁ ୨୫ ମିନିଟ୍ ମସାଜ୍ କରିବା । ପରେ ନର୍ମାଲ୍ ପାଣିରେ ଗାଧୋଇ ପଡ଼ିବେ । ଏହିଭଳି କରିବା ଦ୍ୱାରା କିଛି ଦିନପରେ ଦେଖିବେ ଏକ ପ୍ରକାରର ଗ୍ଲୋଇଙ୍ଗ୍ ଲୁକ୍ ଦେଖାଯିବ ଆପଣଙ୍କ ଚେହେରାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।