You are currently viewing ଆଖି ସାମ୍ନାରେ ହଠାତ୍ କଳା ଦାଗ ପଡିବା ହୋଇପାରେ ଫ୍ଲୋଟର୍ସ ରୋଗର ଲକ୍ଷଣ…

ଆଖି ସାମ୍ନାରେ ହଠାତ୍ କଳା ଦାଗ ପଡିବା ହୋଇପାରେ ଫ୍ଲୋଟର୍ସ ରୋଗର ଲକ୍ଷଣ…


ପଢ଼ିବା, ଲେଖିବା ଏବଂ କମ୍ପ୍ୟୁଟର ଓ ମୋବାଇଲ ଦୀର୍ଘ ସମୟ ଧରି ବ୍ୟବହାର, ଆଖି ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ଯାହାଫଳରେ କଳା ଦାଗ ଦେଖାଯାଏ । କେବଳ ବୟସ୍କ ନୁହଁନ୍ତି ପିଲା ମାନେ ମଧ୍ୟ ଏହାର ଶିକାର ହୁଅନ୍ତି ।
ଫ୍ଲୋଟର୍ସ କ’ଣ ?
ଆଖି ସାମ୍ନାରେ ଛୋଟ ଛୋଟ ଦାଗ ଏବଂ ତାରଗୁଡିକ ଆଖି ସାମ୍ନାରେ ଭାସିବା ଆରମ୍ଭ କରେ । ବେଳେବେଳେ ଏହା ସମଗ୍ର ଆଖିରେ ଆଚ୍ଛାଦିତ ହୋଇଯାଇଥାଏ । ଫ୍ଲୋଟର୍ସ‌ଗୁଡିକ ସେବେ ଦେଖାଦିଅନ୍ତି ଯେବେ ଆମେ ଖାଲି କାଗଜ କିମ୍ବା ଆକଶକୁ ଦେଖୁ । କିଛି ଲୋକଙ୍କ ଉଭୟ ଆଖିରେ ହୋଇଥାଏ । ଏହା ଆଖିର ତରଳ ପଦାର୍ଥ ଭିତରେ ହୋଇଥାଏ ।


ଫ୍ଲୋଟର୍ସର ଚିକିତ୍ସା :ଫ୍ଲୋଟର୍ସର ସମସ୍ୟାକୁ ଯୋଗ ଏବଂ କିଛି ଘରୋଇ ଉପାୟ ଦ୍ୱାରା ଦୂର କରାଯାଇପାରେ । ଯେପରିକି ଶୀର୍ଷାସନ, ସର୍ବାଙ୍ଗଆସନ ଏହି ଆସନ ଦ୍ୱାରା ଏହାକୁ ଦୂର କରାଯାଇପାରେ ।
ଘରୋଇ ଉପଚାର:
ଭିଟାମିନ୍ ସି ଭରପୁର ଥିବା ଅଁଳା ଖାଆନ୍ତୁ । ଏହା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ ଏବଂ ଫ୍ଲୋଟର୍ସ ସମସ୍ୟାକୁ ଦୂର କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।