ଅହମଦାବାଦ: ଗୁଜୁରାଟର ଏକ ରସାୟନ ଗୋଦାମରେ ବିସ୍ଫୋରଣ ହୋଇ ପାଞ୍ଚ ମହିଳାଙ୍କ ସହ ୧୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଆଉ ୯ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଗୋଦାମରେ ରସାୟନର ଡ୍ରମ ରଖାଯାଇଥିଲା । ଏହି ବସ୍ଫୋରଣ ବହୁତ ଭୟାନକ ଥିଲା । ଦୀର୍ଘ ୯ ଘଣ୍ଟା ପରେ ଅଗ୍ନିଶମ ବିଭାଗ ୧୨ ଜଣଙ୍କ ମୃତ ଦେହକୁ ସେଠାରୁ ଉଦ୍ଧାର କରିଥିଲା । ଏହି ବିସ୍ଫୋଟ ଯୋଗୁଁ ପାଖ ଗୋଦାମଗୁଡିକରେ ମଧ୍ୟ ନିଆଁ ଲାଗିଯାଇଛି । ଏହି ଖବର ଶୁଣି ରାମ ନାଥ କୋବିନ୍ଦ ଟୁଇଟ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ