ଦ୍ୱିତୀୟ ଡୋଜ ନେଲେ ମୋଦୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଦିଲ୍ଲୀ ଏମ୍ସଠାରେ କରୋନାର ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ସୂଚନା ଅନୁସାରେ ଗତ ମାର୍ଚ୍ଚ ୧ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭାକ୍ସିନର ପ୍ରଥମ ଡୋଜ ଟିକା ନେଇଥିଲେ ।

Leave A Reply

Your email address will not be published.