ନୂଆଦିଲ୍ଲୀ, ବିମାନ ବନ୍ଦରରୁ ଜବତ ହେଲା ୧.୩ କୋଟିରୁ ଅଧିକ ମୂଲ୍ୟର ସୁନା । କଷ୍ଟମ ବିଭାଗ ଏହି ସୁନାକୁ ବିମାନବନ୍ଦରରୁ ହିଁ ଜବତ କରିଛି । ସୂଚନା ଅନୁଯାୟୀ, ଏୟାରଲାଇନ୍ସର ଜଣେ ସଦସ୍ୟଙ୍କୁ ଗିରଫ କରିଛି କଷ୍ଟମ ବିଭାଗ । ବିମାନ ବନ୍ଦରରୁ ଅନେକ ସମୟରେ ଏପରି ଭାବେ ସୁନା ଜବତ କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ସୁନା କାରବାରରେ ବିମାନ ବନ୍ଦର କ୍ରୁ ମେମ୍ବର ସଂପୃକ୍ତ ଅଛନ୍ତି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା