You are currently viewing ବେଙ୍ଗାଲୁରୁ ବିମାନବନ୍ଦରରେ ହ୍ୟାଣ୍ଡବ୍ୟାଗରୁ ମିଳିଲା ୪୦୦ଗ୍ରାମର ମିଥାକ୍ୱାଲେନ୍‌

ବେଙ୍ଗାଲୁରୁ ବିମାନବନ୍ଦରରେ ହ୍ୟାଣ୍ଡବ୍ୟାଗରୁ ମିଳିଲା ୪୦୦ଗ୍ରାମର ମିଥାକ୍ୱାଲେନ୍‌


ବେଙ୍ଗାଲୁରୁ, ବେଙ୍ଗାଲୁରୁ ବିମାନମନ୍ଦରରେ କିଛି ପୋଷାକ ସହ ଏକ ହ୍ୟାଣ୍ଡ ବ୍ୟାଗ୍ କାର୍ଗୋ ୱିଙ୍ଗକୁ ପଠାଯାଇଥିଲା ଯେଉଁଥିରେ ୪୦୦ଗ୍ରାମର ମେଥାକ୍ୱାଲେନ ରହିଥିଲା । ପ୍ରଥମିକ ଅନୁସଦ୍ଧାନରୁ ଜଣାପଡିଛି ଯେ, ମିଥାକ୍ୱାଲେନକୁ ନାଇଜେରିଆର ଜଣେ ନାଗରିକ ଚୋରା ଚାଲାଣ କରୁଥିଲେ । ପରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନମନ୍ଦରର କୁରିଅର ସେଣ୍ଟରରେ କଷ୍ଟମ ଅଧିକାରୀଙ୍କ ଦ୍ୱାରା ୨୦ଲ କ୍ଷ ଟଙ୍କାର ମିଥାକ୍ୱାଲେନ ଜବତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।