You are currently viewing ପୁଣି ଆମେରିକା ଯୋଗାଇଲା ୧୦୦ ଭେଣ୍ଟିଲେଟର
Ventilators of Hamilton Medical AG are seen at a plant in Domat/Ems, Switzerland March 18, 2020. REUTERS/Arnd Wiegmann

ପୁଣି ଆମେରିକା ଯୋଗାଇଲା ୧୦୦ ଭେଣ୍ଟିଲେଟର

ଭୁବନେଶ୍ୱର, ଦେଶରେ କରୋନା ମହାମାରୀ ମୁକାବିଲା ନେଇ ଆମେରିକା ପକ୍ଷରୁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୧୦୦ଟି ଭେଣ୍ଟିଲେଟର ପ୍ରଦାନ କରାଯାଇଛି। ଆମେରିକୀୟ ସଂସ୍ଥା ୟୁଏସ୍ଏଡ୍, ଭାରତୀୟ ରେଡକ୍ରସ ସୋସାଇଟି ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଆମେରିକାରେ ପ୍ରସ୍ତୁତ ଭେଣ୍ଟିଲେଟର କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର ହୋଇଛି। ସୂଚନା ଥାଉକି, ଜୁନ୍ ୧୪ତାରିଖରେ ପ୍ରଥମେ ୧୦୦ଟି ଭେଣ୍ଟିଲେଟର ଆମେରିକା ପକ୍ଷରୁ ପ୍ରଦାନ କରାଯାଇଥିଲା। ଭାରତରେ କରୋନାର ମୁକାବିଲା ଦିଗରେ ଆମେରିକା ସହାୟତା ହାତ ବଢ଼ାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।