You are currently viewing ବାୟୁସେନାର ପ୍ରତିଷ୍ଠା ଦିବସ

ବାୟୁସେନାର ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ, ଭାରତୀୟ ବାୟୁସେନାର ଆଜି ୮୮ତମ ପ୍ରତିଷ୍ଠା ଦିବସ । ଗାଜିଆବାଦର ହିଣ୍ଡେନ ଏୟାରବେସରେ ଏୟାର ସୋ’ । ବାୟୁସେନା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ରକ୍ଷା ପାଇଁ ବାୟୁସେନାର ସାହସ ପ୍ରେରଣାଦାୟୀ ବୋଲି କହିଲେ ମୋଦି ।

ଅନ୍ୟମାନଙ୍କୁ ଜଣାନ୍ତୁ।