ଦୀର୍ଘ ୨୮ ବର୍ଷ ପରେ ବାବ୍ରୀ ମସଜିଦ୍ ଭାଙ୍ଗିବା ମାମଲାରେ ଲକ୍ଷ୍ନୌ ର ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ବିଚାରପତି ଏସ୍ କେ ଯାଦବ କହିଛନ୍ତି ଯେ, ଏହି ଘଟଣା ପୂର୍ବ ଯୋଜନା ବଦ୍ଧ ନ ଥିଲା ଏହା ହଠାତ୍ ଥିଲା । ୩୨ଜଣ ଦୋଷୀଙ୍କ ବିରୋଧରେ କୌଣସି ଦୃଢ଼ ପ୍ରମାଣ ନଥିବାରୁ ଅଭିଯୁକ୍ତ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ବିଚାରପତି । ଅଭିଯୁକ୍ତ ତାଲିକାରେ ଲାଲ୍ କୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ ଏବଂ ଉମା ଭାରତୀ ଙ୍କ ଭଳି ବଡ଼ ବଡ଼ ରାଜନେତାଙ୍କ ନାମ ଥିଲା ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ